ଅର୍ଥ : କାହାକୁ ରୋକିରଖିବା ବା ତିଆରି ରଖିବା ବା ସୁରକ୍ଷିତରଖିବା
ଉଦାହରଣ :
କିଛି ବସ୍ତୁକୁ ରଖିବା ମୋର ଆୟତ୍ତରେ ନାହିଁ
ଅର୍ଥ : ଭରିବା ବା ରଖିବାର କାମ
ଉଦାହରଣ :
ଚାଷୀ ଫସଲକୁ ଭଣ୍ଡାରରେ ଭରିସାରିବା ପରେ ଖଳାକୁ ପୁଣି ଚାଲିଗଲା
ସମକକ୍ଷ : ଭରିବା
ଅର୍ଥ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
ଉଦାହରଣ :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
ସମକକ୍ଷ : ଢାଳିବା, ଭର୍ତ୍ତି କରିବା
ଅର୍ଥ : ସ୍ଥିତ କରିବା
ଉଦାହରଣ :
ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
ଅର୍ଥ : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
ଉଦାହରଣ :
ମନରେ ଆଦୌ ରାଗ ରଖ ନାହିଁ
ଅର୍ଥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
ଉଦାହରଣ :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ସମକକ୍ଷ : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
ଅର୍ଥ : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
ଉଦାହରଣ :
ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି ସେ ଗୋଟେ ଗାଈ ରଖିଛି
ଅର୍ଥ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
ଉଦାହରଣ :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
ସମକକ୍ଷ : ପାଇବା, ପ୍ରାପ୍ତହେବା, ମିଳିବା
ଅର୍ଥ : କାମରେ ଲଗେଇବା
ଉଦାହରଣ :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
ସମକକ୍ଷ : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
ଅର୍ଥ : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
ଉଦାହରଣ :
ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି