ଅର୍ଥ : ଧାରଣ କରିବା କ୍ରିୟା ବା ରଖିବା, ସଂଭାଳିବା, ଅକ୍ତିଆର କରିବା ବା ଗ୍ରହଣ କରିବା କ୍ରିୟା
ଉଦାହରଣ :
ସମକକ୍ଷ : ଧରଣ
ଅର୍ଥ : ଧରିବାର କ୍ରିୟା
ଉଦାହରଣ :
ମାଆ ପିଲାକୁ ଧରିବାପାଇଁ ହାତ ବଢାଇଲା
ଅର୍ଥ : ଧରିବାର ପ୍ରକ୍ରିୟା
ଉଦାହରଣ :
ମାଛ ଧରିବା ଲୋକଙ୍କଠାରୁ ଜରିମାନା ନିଆଯିବ
ଅର୍ଥ : କୌଣସି ବସ୍ତୁକୁ ଏଭଳି ପ୍ରକାର ହାତରେ ଧରିବା ଯେମିତି ତାହା କେବେ ନ ଖସିବ
ଉଦାହରଣ :
ସଡ଼କ ପାରି ହେବାକୁ ଜେଜେ ପିଲାଙ୍କ ହାତ ଧରିଲେ
ଅର୍ଥ : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
ଉଦାହରଣ :
ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି ଆମେ ସେଠାକୁ ଯିବାପାଇଁ ଗୋଟିଏ ରିକ୍ସା ନେଲୁ
ସମକକ୍ଷ : ନେବା
ଅର୍ଥ : ଗଛଗୁଡ଼ିକର ମାଟିରେ ଚେର ଲାଗିବା
ଉଦାହରଣ :
ବଗିଚାରେ ଲଗାହୋଇଥିବା ଦଶଟି ଗଛ ମଧ୍ୟରୁ ସାତୋଟି ଗଛ ଲାଗିଯାଇଛି
ସମକକ୍ଷ : ଲାଗିବା
ଅର୍ଥ : କୌଣସି କଥା ଆଦିକୁ ଜାଣିବା
ଉଦାହରଣ :
ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
ସମକକ୍ଷ : ବୁଝେଇବା
ଅର୍ଥ : କିଛି କଲାବେଳେ କୌଣସି ବିଶେଷ କଥା ଉପରେ ଅଟକିଯିବା
ଉଦାହରଣ :
ନିରୀକ୍ଷକ କପି କରୁଥିବା ପରୀକ୍ଷାର୍ଥୀମାନଙ୍କୁ ଧରିଲେ ସେ ମୋର ଚୋରୀ ଧରିଲେ
ଅର୍ଥ : ଗୋଟିଏ ସ୍ଥାନକୁ ଯିବା ପାଇଁ କୌଣସି ଯାନବାହନରେ ଚଢ଼ିବା
ଉଦାହରଣ :
ଡେରି ହେବା ଯୋଗୁଁ ଆମେ ଦଶଟା ବେଳର ବସ୍ ଧରିପାରିଲୁ ନାହିଁ