ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସେଇବା   କ୍ରିୟାପଦ

ଅର୍ଥ : କାହାର ସ୍ତ୍ରୀକୁ ପତ୍ନୀ ରୂପରେ ରଖିବା

ଉଦାହରଣ : ଜମିଦାର ରାମୁର ବୋହୂକୁ ନିଜ ଘରେ ରଖିଲା

ସମକକ୍ଷ : ରଖିବା

किसी स्त्री को पत्नी के रूप में रख लेना।

ठाकुर ने रामू की बहू को अपने घर बैठाया।
बिठाना, बैठाना, बैठारना, बैठालना

ଅର୍ଥ : ବାଜା ମୁହଁରେ ଚମଡ଼ା ଆଦି ଲଗାଇବା

ଉଦାହରଣ : ସେ ଢୋଲ ଉପରେ ନୂଆ ଚମଡ଼ା ଚଢ଼ଉଛି

ସମକକ୍ଷ : ଚଢ଼େଇବା, ପକେଇବା

बाजे के मुँह पर चमड़ा आदि लगाना।

वह ढोलक पर नया चमड़ा चढ़ा रहा है।
चढ़ाना, मढ़ना

ଅର୍ଥ : କାହାକୁ ବସିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ସେ ପିଲାକୁ ଚଉକିଉପରେ ବସାଉଛି

ସମକକ୍ଷ : ବସାଇବା

किसी को बैठने में प्रवृत्त करना।

वह बच्चे को कुर्सी पर बैठा रहा है।
बिठाना, बैठाना, बैठारना, बैठालना