ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋକିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋକିବା   ବିଶେଷ୍ୟ

ଅର୍ଥ : ରୋକିବାର ପ୍ରକ୍ରିୟା

ଉଦାହରଣ : ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ

ସମକକ୍ଷ : ଅଟକାଇବା, ଗତିରୋଧ କରିବା, ବନ୍ଦକରିବା

रोकने की क्रिया।

सैनिक शत्रुओं को सीमा के अंदर प्रवेश करने से रोकने में सफल रहे।
रोकना

The act of stopping something.

The third baseman made some remarkable stops.
His stoppage of the flow resulted in a flood.
stop, stoppage

ରୋକିବା   କ୍ରିୟାପଦ

ଅର୍ଥ : ଭତ୍ତା ଆଦି ନ ଦେବା

ଉଦାହରଣ : ସରକାର ଯାତ୍ରା ଭତ୍ତା ବନ୍ଦକରିଦେଇଛନ୍ତି

ସମକକ୍ଷ : ବନ୍ଦକରିଦେବା, ରୋକିଦେବା

न देना।

सरकार ने यात्रा भत्ता रोक दिया है।
रोकना

ଅର୍ଥ : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା

ଉଦାହରଣ : ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ

ସମକକ୍ଷ : ଅଟକାଇବା

चलती हुई वस्तु की गति बंद करना।

वाहन के सामने अचानक कुत्ता आ जाने से वाहन चालक ने वाहन रोका।
अड़काना, ठहराना, थामना, रोकना

Cause to stop.

Stop a car.
Stop the thief.
stop

ଅର୍ଥ : କଟକଣା ଲଗେଇବା

ଉଦାହରଣ : ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ

ସମକକ୍ଷ : ଅବରୋଧକରିବା, ବାରଣକରିବା, ମନାକରିବା

पाबंदी लगाना।

माँ ने बच्चे को धूप में बाहर जाने से रोका।
अवारना, मना करना, रोकना

Command against.

I forbid you to call me late at night.
Mother vetoed the trip to the chocolate store.
Dad nixed our plans.
disallow, forbid, interdict, nix, prohibit, proscribe, veto

ଅର୍ଥ : ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା

ଉଦାହରଣ : ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବନ୍ଦ କଲେ

ସମକକ୍ଷ : ବନ୍ଦ କରିବା

चली आ रही बात आदि को बंद करना।

राजा राम मोहन राय ने सती प्रथा को रोका।
रोकना

Terminate.

She interrupted her pregnancy.
Break a lucky streak.
Break the cycle of poverty.
break, interrupt

ଅର୍ଥ : ରୋକିବା ବା ବାଧାଦେବା

ଉଦାହରଣ : ଡକାୟତମାନେ ମାର୍ଗ ଅବରୋଧ କଲେ

ସମକକ୍ଷ : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋଧକରିବା

Stop from happening or developing.

Block his election.
Halt the process.
block, halt, kibosh, stop

ଅର୍ଥ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା

ଉଦାହରଣ : ସେ ମୋ ରାସ୍ତାରେ ଠେଙ୍ଗା ରଖିଲା

ସମକକ୍ଷ : ଅଟକାଇବା, ରଖିବା

कोई वस्तु बीच में देकर गति रोकना।

उसने मेरे रास्ते में लाठी अड़ा दी।
अड़ाना, अराना

Block passage through.

Obstruct the path.
block, close up, impede, jam, obstruct, obturate, occlude

ଅର୍ଥ : ଭାବନାକୁ ପରିଲକ୍ଷିତ ନକରିବା

ଉଦାହରଣ : ସେ ନିଜର ରାଗକୁ ଅଟକାଇନେଲା

ସମକକ୍ଷ : ଅଟକାଇବା, ରୋକିନେବା, ରୋଧ କରିବା

भावनाओं को परिलक्षित न करना।

बड़ी मुश्किल से उसने अपना गुस्सा रोका।
रोकना