ଅର୍ଥ : ଗତିକୁ ଆଣିବା ବା ଗତିଶୀଳ କରିବା
ଉଦାହରଣ :
ସେ ବନ୍ଦ ହୋଇଯାଇଥିବା ଯନ୍ତ୍ରକୁ ଚଳାଇଲେ
ସମକକ୍ଷ : ଚାଲୁକରିବା, ଚାଳିତକରିବା
ଅର୍ଥ : ଅସ୍ତ୍ରଶସ୍ତ୍ରଆଦିର ବ୍ୟବହାର କରିବା
ଉଦାହରଣ :
ରାମ ରାବଣ ଉପରେ ଅମୋଘ ଅସ୍ତ୍ର ଚଳାଇଲେ
ସମକକ୍ଷ : ପ୍ରୟୋଗ କରିବା
ଅର୍ଥ : ସଞ୍ଚାଳନ କରିବା
ଉଦାହରଣ :
ଆପଣ ଫୋନର ସଞ୍ଚାଳନ କରନ୍ତୁ
ସମକକ୍ଷ : ଚଲାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
ଅର୍ଥ : କୌଣସି କାର୍ଯ୍ୟ ଆଦିକୁ ଚାଲୁ ଅବସ୍ଥାରେ ରଖିବା
ଉଦାହରଣ :
ସେ ମୁମ୍ବାଇରେ ଏକ ଦୋକାନ ଚଳାଉଛି
ଅର୍ଥ : ଚାଲିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଡ୍ରାଇଭର ପିଲାମାନଙ୍କଦ୍ୱାରା ଧକ୍କାମରାଇ ତା ଗାଡ଼ିକୁ ଚାଲୁ କରାଇଲା
ସମକକ୍ଷ : ଚାଲୁ କରାଇବା
ଅର୍ଥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
ଉଦାହରଣ :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ସମକକ୍ଷ : ଧାରଣ କରିବା, ନିର୍ବାହ କରିବା, ରଖିବା, ସ୍ଥାପନ କରିବା
ଅର୍ଥ : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
ଉଦାହରଣ :
ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
ସମକକ୍ଷ : ଚଳାଇ ରଖିବା, ଚଳେଇନେବା, ନିର୍ବାହ କରିବା, ବଜାୟ ରଖିବା
ଅର୍ଥ : ବ୍ୟବହାର ବା ଆଚରଣରେ ଆଣିବା
ଉଦାହରଣ :
ସରକାର ଦେଶର ଉନ୍ନତିକୁ ଧ୍ୟାନରେ ରଖି ବିଂଶସୂତ୍ରୀୟ କାର୍ଯ୍ୟକ୍ରମ ଚଳାଇଲେ