ଅର୍ଥ : ପାଇବା, ହାତକୁ ଆସିବା ବା ମିଳିବାର କ୍ରିୟା ବା ଭାବ
ଉଦାହରଣ :
ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା
ସମକକ୍ଷ : ପ୍ରାପ୍ତି, ସଂପ୍ରାପ୍ତି
ଅର୍ଥ : ପ୍ରତିଯୋଗିତା, ପରୀକ୍ଷା ଆଦିରେ କୌଣସି ମୂଲ୍ୟାଙ୍କନ, ସ୍ଥାନ ଆଦି ପ୍ରାପ୍ତ ହେବା
ଉଦାହରଣ :
ଏହି ଖେଳରେ ମୋତେ ପ୍ରଥମ ସ୍ଥାନ ମିଳିଲା
ସମକକ୍ଷ : ପାଇବା, ପ୍ରାପ୍ତହେବା
ଅର୍ଥ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
ଉଦାହରଣ :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
ସମକକ୍ଷ : ପାଇବା, ପ୍ରାପ୍ତହେବା, ରଖିବା
ଅର୍ଥ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
ଉଦାହରଣ :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
ସମକକ୍ଷ : ଆସିବା, କରଗତ କରିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା
ଅର୍ଥ : ଉପଲବ୍ଧ ହେବା
ଉଦାହରଣ :
ଏହି ଚେରମୂଳି କେବଳ ହିମାଳୟରେ ମିଳେ
ଅର୍ଥ : ପ୍ରାପ୍ତହେବା
ଉଦାହରଣ :
ମୋତେ ଅନେକ ଧନ ମିଳିଲା ତାର ହଜିଯାଇଥିବା ଜିନିଷ ମିଳିଲା ନା ନାହିଁ?
ସମକକ୍ଷ : ପାଇବା
ଅର୍ଥ : ପଠାଯାଇଥିବା ବା ଆସିଥିବା ବସ୍ତୁ କାହାକୁ ପ୍ରାପ୍ତ ହେବା
ଉଦାହରଣ :
ତିନି ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିନାହିଁ
ସମକକ୍ଷ : ପହଞ୍ଚିବା
ଅର୍ଥ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
ଉଦାହରଣ :
ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
ସମକକ୍ଷ : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ଭେଟିବା, ମିଶିବା, ସଂଘବଦ୍ଧ ହେବା