ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢାଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢାଳିବା   କ୍ରିୟାପଦ

ଅର୍ଥ : ତରଳ ପଦାର୍ଥକୁ ଗୋଟିଏ ବାସନରୁ ଅନ୍ୟ ବାସନକୁ ଢାଳିବା

ଉଦାହରଣ : ପିପାର ତେଲ କଡ଼େଇରେ ଢଳାଯାଇଛି

तरल पदार्थ का एक बरतन से दूसरे बरतन आदि में डल जाना।

पीपे का तेल कड़ाह में उँडल गया है।
उँडलना, उड़लना, ढरना, ढलना

ଅର୍ଥ : ଢାଳିବା ବା ବହିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଏହି ତେଲରେ ଝିଟିପିଟି ପଡ଼ିଯାଇଛି - ଏହାକୁ ନଳାରେ ଢାଳିଦିଅ

ସମକକ୍ଷ : ଅଜାଡ଼ିବା, ଇଡ଼ିବା

ढलकने या बहने में प्रवृत्त करना।

इस तेल में छिपकली गिर गई है - इसे नाली में ढलका दो।
उँड़ेलना, उँडेलना, उड़ेरना, उड़ेलना, ढरकाना, ढलकाना, ढारना, ढालना, ढुलाना

Cause to flow.

The artist flowed the washes on the paper.
flow

ଅର୍ଥ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା

ଉଦାହରଣ : ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ

ସମକକ୍ଷ : ଭର୍ତ୍ତି କରିବା, ରଖିବା

किसी जगह पर या वस्तु आदि में रखी हुई वस्तु आदि को किसी दूसरी जगह पर या वस्तु आदि में रखना।

इस घड़े का पानी दूसरे घड़े में डाल दो।
करना, डालना, रखना

Move around.

Transfer the packet from his trouser pockets to a pocket in his jacket.
shift, transfer

ଅର୍ଥ : କୌଣସି ଜିନିଷର ସାମଗ୍ରୀକୁ ଛାଞ୍ଚରେ ଢାଳି ତାହାକୁ ତିଆରି କରିବା

ଉଦାହରଣ : କାରିଗର ଚୀନାମାଟିରେ ଖେଳନା ଢାଳୁଛି

कोई चीज़ बनाने के लिए उसकी सामग्री साँचे में डालकर उसको तैयार करना।

कारीगर चीनीमिट्टी के खिलौने ढाल रहा है।
ढालना

Form by pouring (e.g., wax or hot metal) into a cast or mold.

Cast a bronze sculpture.
cast, mold, mould

ଅର୍ଥ : ତରଳ ପଦାର୍ଥକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରରେ ଢାଳିବା

ଉଦାହରଣ : ମା ଢାଳରୁ ଗ୍ଲାସକୁ ଦୁଧ ଢାଳୁଛି

ସମକକ୍ଷ : ଅଜାଡ଼ିବା, ଇଡ଼ିବା

तरल पदार्थ को एक बर्तन से दूसरे बर्तन आदि में डालना।

माँ लोटे से गिलास में दूध उँडेल रही है।
उँडलना, उँड़ेलना, उँडेलना, उझलना, उझालना, उड़ेरना, उड़ेलना, ढारना, ढालना

Pour out.

The sommelier decanted the wines.
decant, pour, pour out

ଅର୍ଥ : ପକାଇକରି ବୁହାଇବା

ଉଦାହରଣ : ସେ ବାସିପାଣିକୁ କିଆରୀରେ ଢାଳିଦେଲା

ସମକକ୍ଷ : ଅଜାଡ଼ିବା, ଇଡ଼ିବା

गिराकर बहाना।

उसने बासी पानी को क्यारी में ढरकाया।
ढरकाना, ढारना, ढालना, ढुलाना

Pour out.

The sommelier decanted the wines.
decant, pour, pour out