ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭରିବା   ବିଶେଷ୍ୟ

ଅର୍ଥ : ଭରିବା ବା ରଖିବାର କାମ

ଉଦାହରଣ : ଚାଷୀ ଫସଲକୁ ଭଣ୍ଡାରରେ ଭରିସାରିବା ପରେ ଖଳାକୁ ପୁଣି ଚାଲିଗଲା

ସମକକ୍ଷ : ରଖିବା

धरवाने या रखवाने का काम।

किसान अनाज की भंडार में धरवाई के बाद खलिहान की ओर चला गया।
धरवाई, रखवाई

ଅର୍ଥ : ଖାଲି ଆସନ,ପଦ ଆଦିରେ କାହାରିକୁ ବସାଇ ବା ନିଯୁକ୍ତ କରି ସ୍ଥାନ ପୂରଣ କରିବା

ଉଦାହରଣ : ମନ୍ତ୍ରୀ ମହୋଦୟ ସାରା ବିଭାଗ ନିଜ ଭାଇ-ବନ୍ଧୁମାନଙ୍କ ଦ୍ବାରା ଭରି ଦେଇଛନ୍ତି

ଭରିବା   କ୍ରିୟାପଦ

ଅର୍ଥ : ଭଣ୍ଡାରରେ ରଖିବା

ଉଦାହରଣ : ସେ ଧାନକୁ କୋଠିରେ ଭରିଲେ

ସମକକ୍ଷ : ଗଚ୍ଛିତ କରିବା, ରଖିବା

भंडार में रखना।

उसने गेंहूँ का भंडारण किया।
भंडारण करना

Keep or lay aside for future use.

Store grain for the winter.
The bear stores fat for the period of hibernation when he doesn't eat.
hive away, lay in, put in, salt away, stack away, stash away, store

ଅର୍ଥ : ପେଟଭରି ଖାଇବା ବା ଭୋଜନରେ ତୃପ୍ତହେବା

ଉଦାହରଣ : ଅନେକଦିନ ପରେ ଆଜି ପେଟ ଭରିଛି

ସମକକ୍ଷ : ପୂରିବା, ଫୁଲିବା

खूब पेट भर कर खाना या भोजन से तृप्त होना।

आज बहुत दिनों बाद पेट अफराया है।
अफरना

Indulge (one's appetite) to satiety.

surfeit

ଅର୍ଥ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି

ସମକକ୍ଷ : ପୂରାଇବା, ପୂର୍ଣ୍ଣକରିବା, ବୋଝେଇକରିବା, ଭର୍ତ୍ତିକରିବା

अटाने का काम दूसरे से कराना।

किसान अपनी पत्नी से बोरी में धान अँटवा रहा है।
अँटवाना, अँटाना, अंटवाना, अंटाना, अटवाना, अटाना, पुरवाना, भरवाना, समवाना

Make full, also in a metaphorical sense.

Fill a container.
Fill the child with pride.
fill, fill up, make full

ଅର୍ଥ : ଖାଲିସ୍ଥାନକୁ ପୂର୍ଣ୍ଣ କରିବାପାଇଁ ସେଥିରେ କିଛି ବସ୍ତୁଆଦି ରଖିବା

ଉଦାହରଣ : ଶ୍ରମିକଟି ରାସ୍ତାକଡ଼ର ଗାତଟିକୁ ଭରୁଛି

ସମକକ୍ଷ : ପୂର୍ଣ୍ଣ କରିବା

खाली जगह को पूर्ण करने के लिए उसमें कोई वस्तु आदि डालना।

मजदूर सड़क के किनारे का गड्ढा भर रहा है।
भरना

Make full, also in a metaphorical sense.

Fill a container.
Fill the child with pride.
fill, fill up, make full