ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବାହ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ବାହ କରିବା   କ୍ରିୟାପଦ

ଅର୍ଥ : କୌଣସି ବିଶେଷ ଢଙ୍ଗରେ ବା ବିଶେଷ ପ୍ରଭାବ ବା ପରିଣାମଦ୍ୱାରା କାମ କରିବା ବା ପ୍ରଭାବ ପକାଇବା

ଉଦାହରଣ : ମୁଁ ତୁମ ନିଲମ୍ବନପାଇଁ କିଛି ଭୂମିକା ଗ୍ରହଣ କରିନାହିଁ

ସମକକ୍ଷ : ଭୂମିକା ଗ୍ରହଣ କରିବା, ସଂପାଦନ କରିବା

* किसी विशेष तरीके से या किसी विशेष प्रभाव या परिणाम से काम करना या प्रभाव डालना।

मैंने तुम्हारे निलंबन में कोई भूमिका नहीं निभाई।
अदा करना, निभाना

Act or have an effect in a specified way or with a specific effect or outcome.

This factor played only a minor part in his decision.
This development played into her hands.
I played no role in your dismissal.
play

ଅର୍ଥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା

ଉଦାହରଣ : କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ

ସମକକ୍ଷ : ଚଳାଇବା, ଧାରଣ କରିବା, ରଖିବା, ସ୍ଥାପନ କରିବା

किसी निश्चित या विशेष स्थिति आदि में रखना।

कमरे को साफ रखो।
वह हमेशा अपने आप को चुस्त-दुरुस्त रखती है।
रखना

ଅର୍ଥ : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା

ଉଦାହରଣ : ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ

ସମକକ୍ଷ : ଚଳାଇ ରଖିବା, ଚଳାଇବା, ଚଳେଇନେବା, ବଜାୟ ରଖିବା

संबंध, व्यवहार आदि ठीक तरह से चलाए चलना।

माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।
निबहना, निबाह करना, निबाहना, निभाना, निर्वहना, निर्वाह करना

ଅର୍ଥ : ନିର୍ବାହ କରିବା ବା ବିତାଇଥିବା

ଉଦାହରଣ : ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା

ସମକକ୍ଷ : କାଟିବା, ବିତାଇବା

निर्वाह करना या व्यतीत करना।

उसने अपना बचपन बहुत गरीबी में बिताया।
काटना, गुज़ारना, गुजारना, निकालना, निर्वाह करना, बिताना, व्यतीत करना