ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥାପନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥାପନ କରିବା   କ୍ରିୟାପଦ

ଅର୍ଥ : ସ୍ଥାପନା କରିବା

ଉଦାହରଣ : ଏହି ମନ୍ଦିରରେ ଆଉ ଗୋଟିଏ ନୂଆ ମୂର୍ତ୍ତି ସ୍ଥାପନ କରାଯିବ

ସମକକ୍ଷ : ଅଧିଷ୍ଠିତ କରିବା

स्थापना करना।

इस मंदिर में एक और नई मूर्ति स्थापित करनी है।
अधिष्ठापित करना, अधिष्ठित करना, स्थापित करना

Set up or lay the groundwork for.

Establish a new department.
constitute, establish, found, institute, plant

ଅର୍ଥ : ବସବାସ କରିବାପାଇଁ ଜାଗା ଦେବା ବା ବସବାସ କରିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଆକବର ଫତେହପୁର ସିକ୍ରୀ ସ୍ଥାପନ କରିଥିଲେ ମୁଖିଆ ଅନାଥ ରଣଜିତକୁ ଗାଁରେ ସ୍ଥାନଦେଲେ

ସମକକ୍ଷ : ବସାଇବା, ସ୍ଥାନଦେବା

बसने के लिए जगह देना या बसने में प्रवृत्त करना।

अक़बर ने फतेहपुर सिकरी को बसाया था।
मुखिया ने अनाथ रणजीत को गाँव में बसाया।
आबाद करना, बसाना

ଅର୍ଥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା

ଉଦାହରଣ : କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ

ସମକକ୍ଷ : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ରଖିବା

किसी निश्चित या विशेष स्थिति आदि में रखना।

कमरे को साफ रखो।
वह हमेशा अपने आप को चुस्त-दुरुस्त रखती है।
रखना