ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଟକେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଟକେଇବା   କ୍ରିୟାପଦ

ଅର୍ଥ : ଅଟକିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଚୌକିଦାର କାରଟିକୁ ବଙ୍ଗଳା ବାହାରେ ହିଁ ଅଟକାଇଲା

ସମକକ୍ଷ : ଅଟକାଇବା, ରୋକାଇବା, ରୋକେଇବା

रुकने का काम दूसरे से कराना।

चौकीदार ने कार बंगला के बाहर ही रुकवाई।
ठहराना, रुकवाना, रोकवाना

ଅର୍ଥ : ରୋକିବା ବା ବାଧାଦେବା

ଉଦାହରଣ : ଡକାୟତମାନେ ମାର୍ଗ ଅବରୋଧ କଲେ

ସମକକ୍ଷ : ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋକିବା, ରୋଧକରିବା

Stop from happening or developing.

Block his election.
Halt the process.
block, halt, kibosh, stop

ଅର୍ଥ : ପଡ଼ିବାରୁ ବଞ୍ଚେଇବା

ଉଦାହରଣ : ତିନି ମହଲାରୁ ଖସିପଡ଼ୁଥିବା ପିଲାଟିକୁ ଜଣେ ଯୁବକ ଆଗକୁ ଯାଇ ଧରିଲେ

ସମକକ୍ଷ : ଧରିବା, ରଖିବା, ସମ୍ଭାଳିବା

गिरने पड़ने से बचाना।

तीसरी मंजिल से गिर रहे बच्चे को एक युवा ने आगे बढ़कर थामा।
थामना, सँभालना, संभालना, सम्भालना, सम्हालना