ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାମ ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାମ ଦେବା   କ୍ରିୟାପଦ

ଅର୍ଥ : କାମରେ ଲଗେଇବା

ଉଦାହରଣ : ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା

ସମକକ୍ଷ : ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା, ରଖିବା

काम पर लगाना।

इस काम के लिए उसने सात आदमियों को नियुक्त किया।
काम देना, तैनात करना, नियुक्त करना, नौकरी देना, भरती करना, भर्ती करना, मुकर्रर करना, रखना

Seek to employ.

The lab director recruited an able crew of assistants.
recruit

ଅର୍ଥ : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା

ଉଦାହରଣ : ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ

ସମକକ୍ଷ : କାମ କରିବା, ଫଳପ୍ରଦ ହେବା, ଫଳପ୍ରସୂ ହେବା

* प्रभाव होना या नतीजा आना विशेषकर जैसी कोई आशा करे।

यह दवा खाना खाने के बाद लेने पर ही काम करती है।
असर करना, असर डालना, काम करना

ଅର୍ଥ : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା

ଉଦାହରଣ : କୋମଳ ଧାତୁ ଭଲରୂପେ କାମକରେ

ସମକକ୍ଷ : କାମ କରିବା, ବ୍ୟବହୃତ ହେବା

* प्रयोग करने पर एक विशेष तरीके से व्यवहार करना।

मुलायम धातु अच्छी तरह से काम करती है।
काम करना

Behave in a certain way when handled.

This dough does not work easily.
The soft metal works well.
work