ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଇବା   କ୍ରିୟାପଦ

ଅର୍ଥ : ପ୍ରତିଯୋଗିତା, ପରୀକ୍ଷା ଆଦିରେ କୌଣସି ମୂଲ୍ୟାଙ୍କନ, ସ୍ଥାନ ଆଦି ପ୍ରାପ୍ତ ହେବା

ଉଦାହରଣ : ଏହି ଖେଳରେ ମୋତେ ପ୍ରଥମ ସ୍ଥାନ ମିଳିଲା

ସମକକ୍ଷ : ପ୍ରାପ୍ତହେବା, ମିଳିବା

किसी प्रतियोगिता, परीक्षा आदि में कोई मूल्यांकन, स्थान आदि प्राप्त होना।

इस खेल में मुझे पहला स्थान मिला।
पाना, प्राप्त होना, मिलना, हासिल होना

ଅର୍ଥ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା

ଉଦାହରଣ : ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା

ସମକକ୍ଷ : ପ୍ରାପ୍ତହେବା, ମିଳିବା, ରଖିବା

* किसी परीक्षा आदि में एक निश्चित अंक पाना या मूल्याकंन किया जाना।

इस परीक्षा में उसने अच्छे अंक पाए।
अंक पाना, अंक प्राप्त करना

Achieve a certain score or rating on a test.

She tested high on the LSAT and was admitted to all the good law schools.
test

ଅର୍ଥ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା

ଉଦାହରଣ : ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା

ସମକକ୍ଷ : ଆସିବା, କରଗତ କରିବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା

किसी प्रकार अपने अधिकार में या हाथ में आना।

मुझे राम से सौ रुपए प्राप्त हुए।
राम के पास से सौ रुपए मेरे पास आए।
भला हमें ऐसे कपड़े कहाँ जुड़ेंगे।
आना, उपलब्ध होना, जुड़ना, नसीब होना, प्राप्त होना, मयस्सर होना, मिलना, हाथ आना, हाथ लगना, हासिल होना

Come into the possession of something concrete or abstract.

She got a lot of paintings from her uncle.
They acquired a new pet.
Get your results the next day.
Get permission to take a few days off from work.
acquire, get

ଅର୍ଥ : ପଡ଼ିଥିବା ବସ୍ତୁକୁ ଉଠାଇବା

ଉଦାହରଣ : ଆଜି ମହାବିଦ୍ୟାଳୟ ପ୍ରାଙ୍ଗଣରୁ ମୁଁ ଏହି ଘଡ଼ି ପାଇଲି

ସମକକ୍ଷ : ମିଳିବା

पड़ी हुई वस्तु उठाना।

आज महाविद्यालय के प्रांगण में मैंने यह घड़ी पायी।
पाना, मिलना

ଅର୍ଥ : ସୁଖ, ଦୁଃଖଆଦି ସହିବା

ଉଦାହରଣ : ସେ ନିଜେ କର୍ମ ଫଳ ଭୋଗୁଛି

ସମକକ୍ଷ : ଭୁଞ୍ଜିବା, ଭୋଗିବା

दुख आदि सहना।

वह अपने किए की सजा भोग रहा है।
पाना, भुगतना, भोगना

ଅର୍ଥ : ମିଳିଯିବା

ଉଦାହରଣ : ଏହି କାମ କରି ମୁଁ ଅଧିକ ପ୍ରସନ୍ନତା ପାଇଲି

ସମକକ୍ଷ : ପ୍ରାପ୍ତ କରିବା, ମିଳିବା

* मिल जाना।

यह काम करके मैंने अत्यधिक प्रसन्नता पाई।
पाना, प्राप्त करना, मिलना

Obtain.

Derive pleasure from one's garden.
derive, gain

ଅର୍ଥ : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା

ଉଦାହରଣ : ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା

ସମକକ୍ଷ : ଗ୍ରହଣ କରିବା, ନେବା, ପ୍ରାପ୍ତ କରିବା

किसी से या कहीं से कोई वस्तु आदि अपने हाथ में लेना।

उसने अध्यक्ष के हाथों पुरस्कार लिया।
ग्रहण करना, धारण करना, पाना, प्राप्त करना, लेना, हासिल करना

Receive willingly something given or offered.

The only girl who would have him was the miller's daughter.
I won't have this dog in my house!.
Please accept my present.
accept, have, take

ଅର୍ଥ : ନିଜ ଅଧିକାର ଭୁକ୍ତ କରିବା

ଉଦାହରଣ : ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ

ସମକକ୍ଷ : ପ୍ରାପ୍ତି କରିବା, ଲାଭ କରିବା, ହାସଲ କରିବା

अपने अधिकार में करना।

अशोक ने कलिंग पर विजय पाई।
पाना, प्राप्त करना, हासिल करना

ଅର୍ଥ : ପ୍ରାପ୍ତହେବା

ଉଦାହରଣ : ମୋତେ ଅନେକ ଧନ ମିଳିଲା ତାର ହଜିଯାଇଥିବା ଜିନିଷ ମିଳିଲା ନା ନାହିଁ?

ସମକକ୍ଷ : ମିଳିବା

ଅର୍ଥ : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା

ଉଦାହରଣ : ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ

ସମକକ୍ଷ : କରିବା, ଦେବା, ପ୍ରାପ୍ତକରିବା, ହାସଲ କରିବା

खेल आदि में अंक या कोई लक्ष्य प्राप्त करना।

हमने दो गोल बनाए।
इस प्रतियोगिता में हमने ग्यारह अंक बनाए हैं।
बनाना

Achieve a point or goal.

Nicklaus had a 70.
The Brazilian team got 4 goals.
She made 29 points that day.
get, have, make

ଅର୍ଥ : ତୁଳନା କରି ପାରିବା

ଉଦାହରଣ : ତୁମେ ତୁମ ବଡ଼ ଭାଇଙ୍କ ପାଣ୍ଡିତ୍ୟର କେବେ ପ୍ରାପ୍ତ କରିପାରିବ ନାହିଁ

ସମକକ୍ଷ : ପ୍ରାପ୍ତ କରିବା

बराबरी कर सकना।

तुम अपने बड़े भाई की विद्वता कभी नहीं पाओगे।
पाना

Be equal to in quality or ability.

Nothing can rival cotton for durability.
Your performance doesn't even touch that of your colleagues.
Her persistence and ambition only matches that of her parents.
equal, match, rival, touch