ଅର୍ଥ : ସ୍ବ-ଅସ୍ତିତ୍ବକୁ ମହତ୍ତ୍ବପୂର୍ଣ୍ଣ ବିଚାରିବାର ଭାବ
ଉଦାହରଣ :
ଏହି ଆନ୍ଦୋଲନ ଯୋଗୁଁ ଲୋକଙ୍କ ଅସ୍ମିତା ଜାଗ୍ରତ ହୋଇଗଲା
ସମକକ୍ଷ : ପରିଚିତି-ବୋଧ
ଅର୍ଥ : ଯୋଗଶାସ୍ତ୍ର ଅନୁସାରେ ପଞ୍ଚକଳଶରୁ ଗୋଟିଏ
ଉଦାହରଣ :
ଆତ୍ମା ଏବଂ ଚିତ୍ତ ଏକାନ୍ତଭାବରେ ଭିନ୍ନ- ଏହାକୁ ମାନିନେବାକୁ ହିଁ ଅସ୍ମିତା କୁହାଯାଏ