ଅର୍ଥ : ଭଗବାନ ଶିବଙ୍କ ବଡ଼ ପୁତ୍ର ଯାହାଙ୍କୁ ଯୁଦ୍ଧର ଦେବତା ବୋଲି କୁହାଯାଏ
ଉଦାହରଣ :
ଦେବସେନାର ସେନାପତି ହେଉଛନ୍ତି କାର୍ତ୍ତିକ
ସମକକ୍ଷ : କାର୍ତ୍ତିକ, କାର୍ତ୍ତିକେଶ୍ୱର, କାର୍ତ୍ତିକେୟ, କୁମାର, ଷଡ଼ାନନ
ଅର୍ଥ : ରାଜ୍ୟାଭିଷେକ ସମୟରେ ଆବଶ୍ୟକୀୟ ସାମଗ୍ରୀ
ଉଦାହରଣ :
ସ୍କନ୍ଧକୁ ଅବଲୋକନ କରି ରାଜଗୁରୁ ରାଜ୍ୟାଭିଷେକ ଆରମ୍ଭ କଲେ
ସମକକ୍ଷ : ସ୍କଂଧ
ଅର୍ଥ : ଶରୀରର ସେହିଭାଗ ଯାହା ବେକ ଓ ବାହୁର ମଝିରେ ଥାଏ
ଉଦାହରଣ :
ହନୁମାନ ରାମ ଓ ଲକ୍ଷ୍ମଣଙ୍କୁ ନିଜ ଦୁଇ କାନ୍ଧ ଉପରେ ବସେଇ ସୁଗ୍ରୀବଙ୍କ ପାଖକୁ ନେଇଗଲେ
ସମକକ୍ଷ : କାନ୍ଧ
ଅର୍ଥ : ଆର୍ଯ୍ୟାଛନ୍ଦର ଗୋଟିଏ ଛାନ୍ଦ
ଉଦାହରଣ :
ଏହା ସ୍କନ୍ଧର ଉଦାହରଣ