ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଟକାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଟକାଇବା   ବିଶେଷ୍ୟ

ଅର୍ଥ : ରୋକିବାର ପ୍ରକ୍ରିୟା

ଉଦାହରଣ : ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ

ସମକକ୍ଷ : ଗତିରୋଧ କରିବା, ବନ୍ଦକରିବା, ରୋକିବା

रोकने की क्रिया।

सैनिक शत्रुओं को सीमा के अंदर प्रवेश करने से रोकने में सफल रहे।
रोकना

The act of stopping something.

The third baseman made some remarkable stops.
His stoppage of the flow resulted in a flood.
stop, stoppage

ଅଟକାଇବା   କ୍ରିୟାପଦ

ଅର୍ଥ : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା

ଉଦାହରଣ : ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ

ସମକକ୍ଷ : ରୋକିବା

चलती हुई वस्तु की गति बंद करना।

वाहन के सामने अचानक कुत्ता आ जाने से वाहन चालक ने वाहन रोका।
अड़काना, ठहराना, थामना, रोकना

Cause to stop.

Stop a car.
Stop the thief.
stop

ଅର୍ଥ : କାମ ପୂରା କରିବାରେ ବିଳମ୍ବ କରିବା

ଉଦାହରଣ : ସେ ନିଶ୍ଚିତ ଭାବରେ ହିଁ ମୋ କାମ ଅଟକାଇଥିବ

काम पूरा करने में विलंब करना।

ज़रूर उन्होंने ही मेरा काम अटकाया होगा।
अटकाना

Be a hindrance or obstacle to.

She is impeding the progress of our project.
hinder, impede

ଅର୍ଥ : ଗୋଟିଏ ବସ୍ତୁକୁ ଅନ୍ୟ ବସ୍ତୁରେ ଲଗାଇବା ବା ଅଟକାଇବା

ଉଦାହରଣ : ଶିକୁଳିକୁ କୁହୁଣ୍ଡାରେ ଅଟକାଇଦିଅ

ସମକକ୍ଷ : ଲଗାଇବା, ଲଟକାଇବା

एक वस्तु को दूसरी में लगाना या फँसाना।

साँकल को कुंडी में अटका दो।
अटकाना, अड़ाना, अराना

ଅର୍ଥ : ଅଟକିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଚୌକିଦାର କାରଟିକୁ ବଙ୍ଗଳା ବାହାରେ ହିଁ ଅଟକାଇଲା

ସମକକ୍ଷ : ଅଟକେଇବା, ରୋକାଇବା, ରୋକେଇବା

रुकने का काम दूसरे से कराना।

चौकीदार ने कार बंगला के बाहर ही रुकवाई।
ठहराना, रुकवाना, रोकवाना

ଅର୍ଥ : କୌଣସି ବସ୍ତୁକୁ କାହା ଉପରେ ସ୍ଥିର କରି ରଖିବା ଯାହାଦ୍ୱାରା ତାକୁ ସହଜରେ ବାହାର କରାଯାଇ ପାରିବନାହିଁ

ଉଦାହରଣ : ସିପାହିମାନେ ଦଉଡ଼ିର ଫାଶକୁ ଚଟାଣରେ ଅଟକାଇଲେ

किसी वस्तु को कहीं पर स्थिर करना ताकि वह आसानी से न निकल सके।

सिपाहियों ने कमंद को चट्टान पर अटकाया।
अटकाना, अड़काना, अड़ाना, अराना, अरुझाना, उलझाना, फँसाना, फंसाना

Cause to be firmly attached.

Fasten the lock onto the door.
She fixed her gaze on the man.
fasten, fix, secure

ଅର୍ଥ : ଯେପରି କଲେ କୌଣସି କାମ ଅଧା ରହେ

ଉଦାହରଣ : ତହସିଲଦାର ମୋ ଜମି ସମ୍ବନ୍ଧୀୟ କାମଟି ଝୁଲେଇ ରଖିଛନ୍ତି

ସମକକ୍ଷ : ଝୁଲେଇ ରଖିବା

ऐसा करना कि कोई काम अधूरा रहे।

तहसीलदार ने खेत संबंधी मेरा काम लटकाया है।
लटकाना

ଅର୍ଥ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା

ଉଦାହରଣ : ସେ ମୋ ରାସ୍ତାରେ ଠେଙ୍ଗା ରଖିଲା

ସମକକ୍ଷ : ରଖିବା, ରୋକିବା

कोई वस्तु बीच में देकर गति रोकना।

उसने मेरे रास्ते में लाठी अड़ा दी।
अड़ाना, अराना

Block passage through.

Obstruct the path.
block, close up, impede, jam, obstruct, obturate, occlude

ଅର୍ଥ : ଭାବନାକୁ ପରିଲକ୍ଷିତ ନକରିବା

ଉଦାହରଣ : ସେ ନିଜର ରାଗକୁ ଅଟକାଇନେଲା

ସମକକ୍ଷ : ରୋକିନେବା, ରୋକିବା, ରୋଧ କରିବା

भावनाओं को परिलक्षित न करना।

बड़ी मुश्किल से उसने अपना गुस्सा रोका।
रोकना