ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଯୁକ୍ତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଯୁକ୍ତ କରିବା   କ୍ରିୟାପଦ

ଅର୍ଥ : କୌଣସି ପଦ, ମର୍ଯ୍ୟାଦା ବା ଅଧିକାରର ଅଧିକାରୀ କରେଇବା

ଉଦାହରଣ : ବିଧାୟକମାନେ ଯୋଗିଜୀଙ୍କୁ ଛତିଶିଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ କରେଇଲେ

ସମକକ୍ଷ : କରେଇବା

किसी पद,मर्यादा या अधिकार का अधिकारी बनाना।

विधायकों ने जोगीजी को छत्तीसगढ़ का प्रथम मुख्यमंत्री बनाया।
नियुक्त करना, बनाना

ଅର୍ଥ : କାମରେ ଲଗେଇବା

ଉଦାହରଣ : ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା

ସମକକ୍ଷ : କାମ ଦେବା, ଚାକିରି ଦେବା, ନିଯୁକ୍ତି ଦେବା, ଭର୍ତ୍ତି କରିବା, ରଖିବା

काम पर लगाना।

इस काम के लिए उसने सात आदमियों को नियुक्त किया।
काम देना, तैनात करना, नियुक्त करना, नौकरी देना, भरती करना, भर्ती करना, मुकर्रर करना, रखना

Seek to employ.

The lab director recruited an able crew of assistants.
recruit

ଅର୍ଥ : କୌଣସି କର୍ମଚାରୀକୁ ଅନ୍ୟ ଏକ ଅସ୍ଥାୟୀ କାମପାଇଁ ସ୍ଥାନାନ୍ତରିତ କରିବା

ଉଦାହରଣ : ସେନାଧ୍ୟକ୍ଷ ଜଣେ ଅଧିକାରୀଙ୍କୁ ସମୁଦ୍ରପାରି ଡ୍ୟୁଟି କରିବାପାଇଁ ନିଯୁକ୍ତ କଲେ

* किसी कर्मचारी को एक दूसरे अस्थाई काम के लिए स्थानान्तरित करना।

सेनाध्यक्ष ने एक अधिकारी को समुद्रपार ड्यूटी के लिए नियुक्त किया।
नियुक्त करना

Transfer an employee to a different, temporary assignment.

The officer was seconded for duty overseas.
second