ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
ଉଦାହରଣ :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
ସମକକ୍ଷ : ଦାୟିତ୍ୱନେବା, ଦେଖିବା, ଯତ୍ନନେବା
ଅର୍ଥ : ସଂଯତ କରି ଆୟତ୍ତରେ ରଖିବା
ଉଦାହରଣ :
ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
ସମକକ୍ଷ : କାବୁ କରିବା, ବଶ କରିବା, ସଂଯତ କରିବା
ଅର୍ଥ : ଖରାପ ଦଶାରେ ଗତି କରିବାରୁ ରୋକିବା
ଉଦାହରଣ :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
ସମକକ୍ଷ : ସୁରକ୍ଷିତ ରଖିବା
ଅର୍ଥ : କୌଣସି ବୋଝ ଆଦିକୁ ଥୋଇବା
ଉଦାହରଣ :
ନୂଆ ବୋହୂଦ୍ୱାରା ଘର ସମ୍ଭଳା ହବା କଷ୍ଟକର
ସମକକ୍ଷ : ସମ୍ଭଳା ଯିବା, ସମ୍ଭଳା ହବା
ଅର୍ଥ : ନିଜ ଉପରକୁ କୌଣସି କାମର ଦାୟିତ୍ୱ ନେବା
ଉଦାହରଣ :
ସେ ନିଜ ପିତାଙ୍କ କାରବାର ଭଲ ଭାବରେ ସମ୍ଭାଳିଛି
ଅର୍ଥ : କୌଣସି ମନୋବେଗକୁ ରୋକିବା
ଉଦାହରଣ :
ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
ସମକକ୍ଷ : ଆୟତ୍ତ କରିବା, ସଂଯତ କରିବା, ସହିବା, ସ୍ଥିର ରହିବା