ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶ୍ରୟ ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶ୍ରୟ ଦେବା   କ୍ରିୟାପଦ

ଅର୍ଥ : ଆଶ୍ରୟ ଦେବା ଓ ମଝବୁତ କରିବା

ଉଦାହରଣ : ସେ ସବୁବେଳେ ଅନ୍ୟମାନଙ୍କର ସାହସ ବଢ଼ାଏ ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୋ ସହାୟତା କଲା

ସମକକ୍ଷ : ସମର୍ଥନ କରିବା, ସହଭାଗୀ ହେବା, ସହାୟତା କରିବା

* सहारा देना और मजबूत करना।

वह सदा दूसरों की हिम्मत बढ़ाता है।
उसने विकट परिस्थितियों में भी मेरा साथ दिया।
बढ़ाना, सहारा देना, साथ देना

Support and strengthen.

Bolster morale.
bolster, bolster up

ଅର୍ଥ : ରହିବାକୁ ସ୍ଥାନ ଦେବା

ଉଦାହରଣ : ଅତିଥିମାନଙ୍କୁ ଘରେ ରଖାଯାଏ

ସମକକ୍ଷ : ରଖିବା

रहने को स्थान देना।

मेहमानों को घर पर ठहराते हैं।
टिकाना, ठहराना, रुकवाना

Provide housing for.

We are lodging three foreign students this semester.
accommodate, lodge

ଅର୍ଥ : କାହାରିକୁ ରହିବା ନିମନ୍ତେ ସ୍ଥାନ ଦେବା

ଉଦାହରଣ : ଜଙ୍ଗଲରେ ବୁଲୁଥିବା ପଥିକଟିକୁ ସାଧୁ ନିଜ ଆଶ୍ରମରେ ଆଶ୍ରୟ ଦେଲେ

ସମକକ୍ଷ : ଶରଣ ଦେବା

किसी को रहने के लिए स्थान देना।

जंगल में भटके राहगीरों को साधु ने अपने आश्रम में शरण दिया।
आश्रय देना, शरण देना

Provide shelter for.

After the earthquake, the government could not provide shelter for the thousands of homeless people.
shelter