ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭର୍ତ୍ତି କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭର୍ତ୍ତି କରିବା   କ୍ରିୟାପଦ

ଅର୍ଥ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା

ଉଦାହରଣ : ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ

ସମକକ୍ଷ : ଢାଳିବା, ରଖିବା

किसी जगह पर या वस्तु आदि में रखी हुई वस्तु आदि को किसी दूसरी जगह पर या वस्तु आदि में रखना।

इस घड़े का पानी दूसरे घड़े में डाल दो।
करना, डालना, रखना

Move around.

Transfer the packet from his trouser pockets to a pocket in his jacket.
shift, transfer

ଅର୍ଥ : କାମରେ ଲଗେଇବା

ଉଦାହରଣ : ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା

ସମକକ୍ଷ : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ରଖିବା

काम पर लगाना।

इस काम के लिए उसने सात आदमियों को नियुक्त किया।
काम देना, तैनात करना, नियुक्त करना, नौकरी देना, भरती करना, भर्ती करना, मुकर्रर करना, रखना

Seek to employ.

The lab director recruited an able crew of assistants.
recruit

ଅର୍ଥ : କୌଣସି ବସ୍ତୁକୁ କୌଣସି ଅନ୍ୟ ଏକ ବସ୍ତୁ ଭିତରେ ଢାଳିବା

ଉଦାହରଣ : ସୀମା ଅଟାକୁ ଡବାରେ ଦାବିଦାବି କରି ଭର୍ତ୍ତି କରୁଛି

ସମକକ୍ଷ : ପୂରାଇବା

किसी वस्तु को किसी दूसरी वस्तु के अंदर डालना।

सीमा आटे को डिब्बे में ठोंक-ठोंक कर अँटा रही है।
अँटाना, अंटाना, अटाना, अड़ाना, अराना, आँटना, आटना, पुराना, भरना, समाना

ଅର୍ଥ : କୌଣସି ବସ୍ତୁ କାହା ଭିତରେ ଭର୍ତ୍ତି କରିବା

ଉଦାହରଣ : ଶିଶୁ ପାଟିରେ ପେନ ଭର୍ତ୍ତି କରିଦେଲା

कोई वस्तु किसी के अंदर डालना।

बच्चे ने मुँह में पेन ठूँसा।
ठूँसना, ठूंसना, ठूसना