ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଞ୍ଚାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଞ୍ଚାଇବା   କ୍ରିୟାପଦ

ଅର୍ଥ : ମୃତ ଶରୀରରେ ଜୀବନ ଦେବା

ଉଦାହରଣ : କାହାଣୀ ଶେଷରେ ମହାତ୍ମା ମୃତବ୍ୟକ୍ତିକୁ ବଞ୍ଚାଇଲେ

ସମକକ୍ଷ : ଜିଆଇଁବା, ପ୍ରାଣସଞ୍ଚାର କରିବା

मृत शरीर में जान डालना।

कहानी के अंत में महात्माजी ने मरे व्यक्ति को जीवित किया।
जान फूँकना, जिंदा करना, जिआना, जिन्दा करना, जिलाना, जीवित करना, प्राण फूँकना

ଅର୍ଥ : ବଞ୍ଚିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମରିବାକୁଥିବା ସିଂହଟିକୁ କିଏ ବଞ୍ଚାଇବ

ସମକକ୍ଷ : ଜୀଆଁଇବା, ଜୀବନ୍ତକରାଇବା, ଜୀବିତକରାଇବା

जिलाने का कार्य दूसरे से करवाना।

मरते शेर को कौन जिलवाएगा !।
जिलवाना

ଅର୍ଥ : ସୀମାଲଂଘନ,ଶିକାର କରିବା,ମାଛ ଆଦି ମାରିବାରୁ ଦୂର ରଖିବା ବା ବ୍ୟବହାର କରିବାକୁ ନ ଦେବା

ଉଦାହରଣ : ଏହି ପୋଖରୀକୁ ସୁରକ୍ଷିତ ରଖନ୍ତ

ସମକକ୍ଷ : ରକ୍ଷାକରିବା, ସଂରକ୍ଷିତ କରିବା, ସୁରକ୍ଷିତ ରଖିବା

अतिक्रमण, शिकार करने, मछली आदि मारने से दूर रखना या उपयोग न करने देना।

इस झील को बचाइए।
बचाना, संरक्षित रखना, सुरक्षित रखना

Keep undisturbed for personal or private use for hunting, shooting, or fishing.

Preserve the forest and the lakes.
preserve

ଅର୍ଥ : କାମରେ ଆସିବା ବା ଖର୍ଚ୍ଚ ହେବାରୁ ରୋକିବା

ଉଦାହରଣ : ମନୋହର କଞ୍ଜୁଷି ଯୋଗୁଁ ବହୁତ ଟଙ୍କା ବଞ୍ଚାଇଲା

ସମକକ୍ଷ : ରଖିବା, ସାଇତିବା

काम में आने या खर्च होने से रोकना।

मनोहर ने कंजूसी द्वारा बहुत पैसा बचाया।
बचत करना, बचाना

Spend sparingly, avoid the waste of.

This move will save money.
The less fortunate will have to economize now.
economise, economize, save

ଅର୍ଥ : ଜୀବିତ ରହିବାରେ ସହାୟତା କରିବା

ଉଦାହରଣ : ମାଳୀ ମଲା ଛୋଟ ଗଛଗୁଡ଼ିକୁ ପାଣି ଦେଇ ବଞ୍ଚାଇଲା

ସମକକ୍ଷ : ଜିଆଁଇବା

जीवित रहने में सहायता करना।

माली ने मरते पौधों में पानी डालकर उन्हें जिलाया।
जिआना, जिलाना