ଅର୍ଥ : ଲଗାଇବାର କ୍ରିୟା
ଉଦାହରଣ :
ଗଛ ଲଗାଇଲେ କେବଳ ହେବନାହିଁ ବରଂ ତାର ରକ୍ଷଣା ବେକ୍ଷଣାର ଆବଶ୍ୟକ ରହିଛି
ସମକକ୍ଷ : ରୋପଣ
ଅର୍ଥ : କାର୍ଯ୍ୟରେ ସଂଲଗ୍ନ କରିବା
ଉଦାହରଣ :
ଗୋଟିଏ ଏକର ବିଲ ଫସଲ କାଟିବା ନିମନ୍ତେ କୃଷକ ପାଞ୍ଚଜଣ ଲୋକଙ୍କୁ ଲଗାଇଲା
ଅର୍ଥ : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
ଉଦାହରଣ :
ବାଜି ଲଗାନ୍ତୁ ଘରକୁ ଫୋନ ଲଗାନ୍ତୁ
ସମକକ୍ଷ : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
ଅର୍ଥ : ନିଜ ନିଜ ମଧ୍ୟରେ ଏକ ପ୍ରକାର ମିଳଣ ଯେଉଁଥିରେ ଦୁହିଁଙ୍କର ପାର୍ଶ୍ୱ ବା ତଳ ଏକ ଅନ୍ୟ ସହିତ ଲାଗିଯାଏ
ଉଦାହରଣ :
ତୁମେ ନିଜ ଶରୀର ମୋ ସହିତ ଲଗାଅନାହିଁ
ଅର୍ଥ : ମେହେନ୍ଦୀ,ହଳଦି,ପାନ ଆଦି ଭଳି ରଙ୍ଗହେବା
ଉଦାହରଣ :
ସେ ହାତରେ ମେହେନ୍ଦୀ ଲଗାଇଛି
ସମକକ୍ଷ : ଚିତ୍ରିତ କରିବା, ରଞ୍ଜେଇବା
ଅର୍ଥ : କୌଣସି ନିୟତ ଜାଗରେ ପହଞ୍ଚିବା
ଉଦାହରଣ :
ଡ୍ରାଇଭର ଗାଡ଼ିକୁ ବସ ଷ୍ଟାଣ୍ଡ୍ରେ ଲଗାଇଲା
ଅର୍ଥ : କାହାକୁ ଆଘାତ ବା ବ୍ୟଥା ଦେବା
ଉଦାହରଣ :
ସେ ମୋତେ କଲମ ମୁନରେ ଆଘାତ କଲା
ସମକକ୍ଷ : ଆଘାତ କରିବା, ଖେଞ୍ଚିବା, ଫୋଡ଼ିବା