ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଖେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଖେଇବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ଆଦିରେ ଅନ୍ୟ କୌଣସି ବସ୍ତୁକୁ ଆସୀନ କରିବା

ଉଦାହରଣ : ବଣିଆ ସୁନାମୁଦିରେ ହୀରା ବସାଇଲା

ସମକକ୍ଷ : ଜଡ଼େଇବା, ଫିଟକରିବା, ବସାଇବା

किसी वस्तु आदि में किसी वस्तु आदि को बैठाना।

सुनार ने सोने की अँगूठी में हीरा जड़ा।
जड़ना, फिट करना, बिठाना, बैठाना, लगाना

Fix in a border.

The goldsmith set the diamond.
set

ଅର୍ଥ : ଅଠାଳିଆ ବସ୍ତୁଦ୍ୱାରା କୌଣସି ଉପରି ଭାଗରେ କୌଣସି ବସ୍ତୁ ଲଗାଇବା

ଉଦାହରଣ : ସେ କାନ୍ଥରେ ଚିତ୍ରଗୁଡ଼ିକୁ ଲଗାଇଲା

ସମକକ୍ଷ : ଚପେଇବା, ମାରିବା, ଲଗାଇବା

लसीली वस्तु से किसी सतह पर कोई वस्तु लगाना।

उसने चित्रों को दीवार पर चिपकाया।
चपकाना, चिपकाना, चिपटाना, सटाना, साटना

Join or attach with or as if with glue.

Paste the sign on the wall.
Cut and paste the sentence in the text.
glue, paste