ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋତାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋତାଇବା   କ୍ରିୟାପଦ

ଅର୍ଥ : କାନ୍ଥରେ ପୋତାଇବା

ଉଦାହରଣ : ଆକବର ଅନାରକଲିକୁ କାନ୍ଥରେ ଜିଅନ୍ତା ପୋତାଇଥିଲେ

दीवार में गड़वाना।

अकबर ने अनारकली को दीवार में जिंदा चुनवा दिया था।
चिनवाना, चिनाना, चुनवाना, चुनाना

ଅର୍ଥ : ଅନ୍ୟ କାହାଦ୍ୱାରା ଲଗାଇବାକାମ କରାଇବା

ଉଦାହରଣ : ପଡ଼ୋଶୀଜଣକ ଘର ଚାରିପଟେ ଗଛ ଲଗାଇଛନ୍ତି

ସମକକ୍ଷ : ଲଗାଇବା

लगाने का किसी दूसरे से कराना।

पड़ोसी ने घर के चारो ओर पेड़ लगवाए।
लगवाना