ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚପେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚପେଇବା   କ୍ରିୟାପଦ

ଅର୍ଥ : ଅଠାଳିଆ ବସ୍ତୁଦ୍ୱାରା କୌଣସି ଉପରି ଭାଗରେ କୌଣସି ବସ୍ତୁ ଲଗାଇବା

ଉଦାହରଣ : ସେ କାନ୍ଥରେ ଚିତ୍ରଗୁଡ଼ିକୁ ଲଗାଇଲା

ସମକକ୍ଷ : ମାରିବା, ଲଖେଇବା, ଲଗାଇବା

लसीली वस्तु से किसी सतह पर कोई वस्तु लगाना।

उसने चित्रों को दीवार पर चिपकाया।
चपकाना, चिपकाना, चिपटाना, सटाना, साटना

Join or attach with or as if with glue.

Paste the sign on the wall.
Cut and paste the sentence in the text.
glue, paste

ଅର୍ଥ : ପୃଷ୍ଠ ବା ସ୍ତରକୁ ଦବାଇ ତଳଆଡ଼କୁ କରିବା

ଉଦାହରଣ : ରାସ୍ତା ତିଆରି କରିବା ବେଳେ ମାଟି,ଗୋଡ଼ି,ପଥର ଆଦିକୁ ଛେଚାଯାଏ

ସମକକ୍ଷ : କୁଟିବା, ଛେଚିବା, ବାଡ଼େଇବା

तल या सतह को दबाकर नीचे की ओर करना।

सड़क बनाते समय मिट्टी,गिट्टी,पत्थर आदि को धँसाते हैं।
धँसाना, धाँसना

Cause to sink.

The Japanese sank American ships in Pearl Harbor.
sink