ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିତ୍ରିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିତ୍ରିତ କରିବା   କ୍ରିୟାପଦ

ଅର୍ଥ : କୌଣସି ଜାଗାରେ ଚିତ୍ର ଅଙ୍କନ କରିବା

ଉଦାହରଣ : ଛାତ୍ର ନିଜ ଖାତାରେ ଆମ୍ବର ସୁନ୍ଦର ଚିତ୍ର ଆଙ୍କୁଛି

ସମକକ୍ଷ : ଚିତ୍ର ଆଙ୍କିବା, ଚିତ୍ରାଙ୍କନ କରିବା

किसी तल पर चित्र अंकित करना।

छात्र अपनी पुस्तिका में आम का सुंदर चित्र बना रहा है।
अवरेवना, अवरोहना, चित्र बनाना, चित्रांकन करना, चित्रित करना, तसवीर बनाना

Make a painting.

He painted all day in the garden.
He painted a painting of the garden.
paint

ଅର୍ଥ : ମେହେନ୍ଦୀ,ହଳଦି,ପାନ ଆଦି ଭଳି ରଙ୍ଗହେବା

ଉଦାହରଣ : ସେ ହାତରେ ମେହେନ୍ଦୀ ଲଗାଇଛି

ସମକକ୍ଷ : ରଞ୍ଜେଇବା, ଲଗାଇବା

मेंहदी,हल्दी,पान आदि का रंग चढ़ना।

उसके हाथों पर मेंहदी रची है।
रचना

ଅର୍ଥ : କୌଣସି ବିଷୟ, ବସ୍ତୁ ଆଦିର ଏହି ପ୍ରକାର ଲିଖିତ ବା କଥିତ ବର୍ଣ୍ଣନା କରିବା ଯେଉଁଥିରେ ତାହାର ଫଟୋ ଆଖି ସାମ୍ନାରେ ଦେଖାଯାଏ

ଉଦାହରଣ : ସୂରଦାସ ଭ୍ରମର ଗୀତରେ ବିରହିଣୀ ଗୋପିମାନଙ୍କର ବହୁତ ଚିତ୍ର ଚିତ୍ରିତ କରିଛନ୍ତି

ସମକକ୍ଷ : ଅଙ୍କନ କରିବା, ଆଙ୍କିବା

किसी विषय, वस्तु आदि का इस तरह लिखित या कथित वर्णन करना जिससे उसकी तस्वीर आँखों के सामने उभर आए।

सूरदास ने भ्रमर गीत में वियोगिनी गोपियों का बहुत सुन्दर चित्र खींचा है।
ईंचना, ईचना, ऐंचना, खींचना, खीचना

To give an account or representation of in words.

Discreet Italian police described it in a manner typically continental.
account, describe, report