ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଦିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଦିବା   କ୍ରିୟାପଦ

ଅର୍ଥ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା

ଉଦାହରଣ : ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ

ସମକକ୍ଷ : ଥୋପିବା, ମାଡ଼ିବା

किसी के न चाहते हुए भी भार या दायित्व आदि उस पर रखना।

उसने जाने से पहले अपना सारा काम मुझ पर थोप दिया।
ठेल देना, ठेलना, डालना, थोपना, मत्थे मढ़ना, लादना

To force onto another.

He foisted his work on me.
foist

ଅର୍ଥ : ବୋଝ ବା ଭାର ଉପରକୁ ନେବା

ଉଦାହରଣ : ଟ୍ରକ ଉପରକୁ ମାଲ ଉଠାଇବାପାଇଁ ମୂଲିଆ ପିଠି ଉପରେ ବସ୍ତା ଲଦିଲା

बोझ या भार ऊपर लेना।

ट्रक पर चढ़ाने के लिए मजदूर ने पीठ पर बोरी लादी।
लादना

ଅର୍ଥ : କାହାରି ଉପରେ କୌଣସି ବସ୍ତୁ ରଖିବା

ଉଦାହରଣ : ଚାକର ଟ୍ରାକ୍ଟର ଉପରେ ଶସ୍ୟ ବସ୍ତାଗୁଡ଼ିକ ଲଦିଲା

किसी के ऊपर कोई वस्तु रखना या भरना।

नौकर ने ट्रैक्टर पर अनाज की बोरियाँ लादी।
चढ़ाना, भरना, लादना

Put (something) on a structure or conveyance.

Load the bags onto the trucks.
load

ଅର୍ଥ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା

ଉଦାହରଣ : ସେ ତାର ଦୋଷ ମୋ ଉପରେ ଲଦିଦେଲା

ସମକକ୍ଷ : ଥାପିବା, ଲଗାଇବା

किसी पर दोष आदि (बरबस) लगाना।

उसने अपना दोष मुझ पर मढ़ा।
ठेलना, ढकेलना, थोपना, मढ़ देना, मढ़ना, लगाना

Attribute responsibility to.

We blamed the accident on her.
The tragedy was charged to her inexperience.
blame, charge

ଅର୍ଥ : କୌଣସି କାର୍ଯ୍ୟ ଆଦି କରିବାପାଇଁ କାହାରିକୁ ଦାୟିତ୍ୱ ଦେବା

ଉଦାହରଣ : ମାଲିକ ସବୁକାମ ମୋ ଉପରେ ଲଦି ଦେଲେ

कोई काम आदि करने के लिए किसी के जिम्मे करना।

मालिक ने सारा काम मेरे ऊपर ही लाद दिया।
लादना

Impose a task upon, assign a responsibility to.

He charged her with cleaning up all the files over the weekend.
burden, charge, saddle

ଅର୍ଥ : ଓଦା ବସ୍ତୁ ଉପରେ ଢାଳିବା, ରଖିବା ବା ଜମାକରିବା

ଉଦାହରଣ : କୃଷକ ନିଜର ଅଧାଗଢ଼ା ଘର କାନ୍ଥ ଉପରେ ମାଟି ଥାପୁଛି

ସମକକ୍ଷ : ଥାପିବା

गीली वस्तु का पिंड ऊपर से डाल,रख या जमा देना।

किसान अपने कच्चे घर की दीवाल पर मिट्टी थोप रहा है।
थोपना

Apply a heavy coat to.

plaster, plaster over, stick on