ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖେଞ୍ଚିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖେଞ୍ଚିବା   କ୍ରିୟାପଦ

ଅର୍ଥ : ଆଙ୍ଗୁଳି ବା ବାଡ଼ିଆଦିରେ ଚାପିବା

ଉଦାହରଣ : ରାମୁ ମୋତେ ବାରମ୍ବାର ଆଙ୍ଗୁଳି ଖେଞ୍ଚୁଥିଲା, କିନ୍ତୁ ମୁଁ କିଛି ବି କହିଲି ନାହିଁ

ସମକକ୍ଷ : ମାରିବା

अंगुली, छड़ी आदि से दबाना।

रामू मुझे अंगुली से बार-बार खोद रहा था पर मैंने कुछ नहीं बोला।
खोदना

ଅର୍ଥ : କାହାକୁ ଆଘାତ ବା ବ୍ୟଥା ଦେବା

ଉଦାହରଣ : ସେ ମୋତେ କଲମ ମୁନରେ ଆଘାତ କଲା

ସମକକ୍ଷ : ଆଘାତ କରିବା, ଫୋଡ଼ିବା, ଲଗାଇବା

किसी को आघात या चोट पहुँचाना।

उसने मुझे पेन की नोक से लगाया।
लगाना

Give trouble or pain to.

This exercise will hurt your back.
hurt