ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟବସ୍ଥା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟବସ୍ଥା କରିବା   କ୍ରିୟାପଦ

ଅର୍ଥ : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା

ଉଦାହରଣ : ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି

ସମକକ୍ଷ : ଆୟୋଜନ କରିବା, ତିଆରି କରିବା, ପ୍ରସ୍ତୁତ ହେବା, ବନ୍ଦୋବସ୍ତ କରିବା

* भविष्य में किसी भूमिका या कार्य के लिए (किसी को) तैयार करना।

व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।
भारत माँ की रक्षा के लिए हम सेना तैयार कर रहे हैं।
तैयार करना

ଅର୍ଥ : କୌଣସି କାମ ଠିକ ଭାବରେ କରିବାର ବ୍ୟବସ୍ଥା କରିବା

ଉଦାହରଣ : ଶ୍ୟାମ ପିକନିକରେ ଖାଇବାର ବ୍ୟବସ୍ଥା କରିଛି

कोई काम ठीक तरह से करने की व्यवस्था करना।

पिकनिक में श्याम ने खाने का प्रबंधन किया।
इंतज़ाम करना, इंतजाम करना, इन्तज़ाम करना, इन्तजाम करना, प्रबंध करना, प्रबन्ध करना, व्यवस्था करना

Plan, organize, and carry out (an event).

The neighboring tribe staged an invasion.
arrange, stage

ଅର୍ଥ : କୌଣସି କାମ,ଘଟଣା ଆଦି ନିମନ୍ତେ ସ୍ଥାନ,ସମୟ ଆଦି ନିର୍ଦ୍ଧାରଣ କରିବା

ଉଦାହରଣ : ମୁଁ ଆସନ୍ତା ମାସରେ ଘରକୁ ଯିବାର ବ୍ୟବସ୍ଥା କରୁଛି

ସମକକ୍ଷ : ଆୟୋଜନ କରିବା, ବନ୍ଦୋବସ୍ତ କରିବା, ଯୋଜନା କରିବା

* किसी काम, घटना आदि के लिए स्थान, समय आदि निर्धारित करना।

मैंने अगले महीने घर जाने का कार्यक्रम बनाया है।
कार्यक्रम बनाना, योजना बनान

ଅର୍ଥ : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା

ଉଦାହରଣ : ବାଜି ଲଗାନ୍ତୁ ଘରକୁ ଫୋନ ଲଗାନ୍ତୁ

ସମକକ୍ଷ : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ଲଗାଇବା

* व्यवस्था या प्रबन्ध करना या प्रक्रिया में लाना।

बाजी लगाइए।
घर पर फोन लगाइए।
लगाना

To arrange for.

Place a phone call.
Place a bet.
place