ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଟାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଟାଇବା   କ୍ରିୟାପଦ

ଅର୍ଥ : ନିବେଶ କରିବା

ଉଦାହରଣ : ସେ ତାର ଅନେକ ଟଙ୍କା ଶେୟାରରେ ଲଗାଇଛି

ସମକକ୍ଷ : ନିବେଶ କରିବା, ଲଗାଇବା

निवेश करना।

उसने अपना बहुत सारा पैसा शेयर में लगाया है।
निवेश करना, लगाना

Make an investment.

Put money into bonds.
commit, invest, place, put

ଅର୍ଥ : ଅତ୍ୟଧିକ ପରିଶ୍ରମ କରାଇବା

ଉଦାହରଣ : ଠିକାଦାରମାନେ ଶ୍ରମିକମାନଙ୍କୁ ସାରାଦିନ ଖଟାନ୍ତି କିନ୍ତୁ ଉଚିତ୍‌ ମଜୁରି ଦିଅନ୍ତି ନାହିଁ

ସମକକ୍ଷ : ଘଣାଇବା

बहुत अधिक मेहनत या परिश्रम कराना।

ठेकेदार मजदूरों को दिनभर खटाते हैं पर उचित मजदूरी नहीं देते हैं।
खटाना, पीसना