ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୋଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୋଡ଼ିବା   କ୍ରିୟାପଦ

ଅର୍ଥ : ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା

ଉଦାହରଣ : ବଢ଼େଇ ଟେବୁଲ୍‌ର ଭାଙ୍ଗିଯାଇଥିବା ଗୋଡ଼କୁ ଜୋଡ଼ୁଛି

ସମକକ୍ଷ : ମିଶାଇବା, ଲଗାଇବା

दो या कई वस्तुओं या भागों को सी-कर, मिलाकर, चिपकाकर या अन्य उपाय द्वारा एक करना।

बढ़ई मेज़ के टूटे हुए पाए को जोड़ रहा है।
दर्ज़ी ने सलवार की लंबाई बढ़ाने के लिए उसमें और कपड़ा मिलाया।
जुड़ाना, जोड़ना, मिलाना, लगाना, सटाना

Connect, fasten, or put together two or more pieces.

Can you connect the two loudspeakers?.
Tie the ropes together.
Link arms.
connect, link, link up, tie