ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୋଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୋଡ଼ିବା   ବିଶେଷ୍ୟ

ଅର୍ଥ : ବସାଇବାର କ୍ରିୟା

ଉଦାହରଣ : ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି

ସମକକ୍ଷ : ବସାଇବା, ଲଗାଇବା

बैठने या बैठाने की क्रिया (वस्तु)।

कारीगर को पुर्जों की बैठाई में कठिनाई हो रही है।
बिठाई, बैठाई, बैठाना

The act of putting something in working order again.

fix, fixing, fixture, mend, mending, repair, reparation

ଯୋଡ଼ିବା   କ୍ରିୟାପଦ

ଅର୍ଥ : ସଂଖ୍ୟାମାନଙ୍କର ଯୋଗଫଳ ନିରୂପଣ କରିବା

ଉଦାହରଣ : ଛାତ୍ର ଦଶକ ସଂଖ୍ୟାଗୁଡ଼ିକୁ ବହୁତ ସହଜରେ ଯୋଗ କରିଦେଲା

ସମକକ୍ଷ : ମିଶାଣ କରିବା, ମିଶେଇଦେବା, ଯୋଗକରିବା

संख्याओं का योगफल निकालना।

छात्र ने दस संख्याओं को बहुत आसानी से जोड़ा।
जोड़ करना, जोड़ना, योग करना

Add up to.

Four and four make eight.
make

ଅର୍ଥ : କାଠ ଆଦିରେ କଣାକରି ଅନ୍ୟ ଖଣ୍ଡେକାଠକୁ ସେଥିରେ ପୁରାଇବା ବା ପ୍ରବିଷ୍ଟ କରାଇବା

ଉଦାହରଣ : ବଢ଼େଇ ଖଟ ତିଆରି କରିବାପାଇଁ ଏକ କାଠକୁ ଅନ୍ୟ ଖଣ୍ଡେକାଠରେ ଯୋଡ଼ୁଛି

ସମକକ୍ଷ : ସଂଲଗ୍ନ କରିବା

लकड़ी आदि में छेद करके दूसरी लकड़ी का सिरा उसमें घुसाना या प्रविष्ट कराना।

बढ़ई खाट बनाने के लिए एक लकड़ी को दूसरी लकड़ी में सालता है।
सालना

ଅର୍ଥ : କୌଣସି ପ୍ରକାରର ସମ୍ବନ୍ଧ ସ୍ଥାପନ କରିବା

ଉଦାହରଣ : ବିବାହ ଦୁଇ ପରିବାରକୁ ଯୋଡ଼େ

किसी प्रकार का संबंध स्थापित करना।

विवाह दो परिवारों को जोड़ता है।
जोड़ना, मिलाना

Establish a rapport or relationship.

The President of this university really connects with the faculty.
connect

ଅର୍ଥ : କୋଣସି ଅନ୍ୟ ଜିନିଷର ଶେଷରେ ଲଗାଇବା ବା ଯୋଗ କରିବା

ଉଦାହରଣ : ହାର ତିଆରି କରିବାପାଇଁ ସେ ସୁନା ତାରଗୁଡ଼ିକୁ ଯୋଡ଼ିଲା

ସମକକ୍ଷ : ସଂଲଗ୍ନକରିବା

किसी दूसरे के साथ अंत में लगाना या सटाना।

हार बनाने के लिए उसने सोने के तारों को संलग्न किया।
जोड़ना, संबद्ध करना, संलग्न करना

Cause to be attached.

attach