ଅର୍ଥ : ଅଠା ଲଗାଇ ମାରିବା ମଜୁରି
ଉଦାହରଣ :
ମଜୁରିଆ ଏତିକି ପୋଷ୍ଟରର ଅଠା ଲଗାଇ ମାରିବା ମଜୁରି ଦୁଇ ଶହ ଟଙ୍କା ମାଗୁଛି
ସମକକ୍ଷ : ଅଠା ଲଗାଇ ମାରିବା
ଅର୍ଥ : ଆଙ୍ଗୁଳି ବା ବାଡ଼ିଆଦିରେ ଚାପିବା
ଉଦାହରଣ :
ରାମୁ ମୋତେ ବାରମ୍ବାର ଆଙ୍ଗୁଳି ଖେଞ୍ଚୁଥିଲା, କିନ୍ତୁ ମୁଁ କିଛି ବି କହିଲି ନାହିଁ
ସମକକ୍ଷ : ଖେଞ୍ଚିବା
ଅର୍ଥ : ପ୍ରହାର କରିବା
ଉଦାହରଣ :
ବଲ୍ଟିକୁ ଗୋଡ଼ରେ ମାର
ଅର୍ଥ : ଜୀବନ ଶେଷ କରିଦେବା
ଉଦାହରଣ :
ଆତଙ୍କବାଦୀମାନେ ପାଞ୍ଚଜଣ ଲୋକଙ୍କୁ ମାରିଲେ
ସମକକ୍ଷ : ଜୀବନନେବା, ଶେଷକରିବା, ହତ୍ୟାକରିବା
ଅର୍ଥ : ଯେପରି କଲେ କୌଣସି ବସ୍ତୁ ଆଦି ବ୍ୟବହାରହୀନ ହୋଇଯାଏ ବା ନିଷ୍କ୍ରିୟ ହୋଇଯାଏ (ବିଶେଷକରି ଖେଳରେ)
ଉଦାହରଣ :
ଚେସ୍ ଖେଳାଳୀ ଗୋଟିଏ ସୈନ୍ୟଦ୍ୱାରା ପ୍ରତିଦ୍ୱନ୍ଦୀର ରାଣୀକୁ ମାରିଲା
ସମକକ୍ଷ : ନିଷ୍କ୍ରିୟ କରିବା, ବଧକରିବା
ଅର୍ଥ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ଉଦାହରଣ :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ସମକକ୍ଷ : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ବାଡ଼େଇବା