ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଟକାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଟକାଇବା   କ୍ରିୟାପଦ

ଅର୍ଥ : ଲଟକାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଠିକାଦାର ମଜୁରିଆଙ୍କଦ୍ୱାରା ଛାତ ଉପରେ ପାଲ ଟଙ୍ଗାଉଛି

ସମକକ୍ଷ : ଓହଳାଇବା, ଝୁଲାଇବା, ଟଙ୍ଗାଇବା, ବାନ୍ଧିବା

लटकाने का काम किसी और से कराना।

ठीकेदार मजदूरों से छत पर से तिरपाल लटकवा रहा है।
लटकवाना

ଅର୍ଥ : ଗୋଟିଏ ବସ୍ତୁକୁ ଅନ୍ୟ ବସ୍ତୁରେ ଲଗାଇବା ବା ଅଟକାଇବା

ଉଦାହରଣ : ଶିକୁଳିକୁ କୁହୁଣ୍ଡାରେ ଅଟକାଇଦିଅ

ସମକକ୍ଷ : ଅଟକାଇବା, ଲଗାଇବା

एक वस्तु को दूसरी में लगाना या फँसाना।

साँकल को कुंडी में अटका दो।
अटकाना, अड़ाना, अराना

ଅର୍ଥ : ଟାଙ୍ଗିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମାଆ ଅପାଦ୍ୱାରା କୁର୍ତ୍ତା ଟଙ୍ଗାଉଛନ୍ତି

ସମକକ୍ଷ : ଓହଳାଇବା, ଝୁଲେଇବା, ଟଙ୍ଗାଇବା, ଟଙ୍ଗେଇବା

टाँगने का काम किसी और से कराना।

माँ दीदी से कुर्ता टँगवा रही है।
टँगवाना, टंगवाना

ଅର୍ଥ : ଯେପରି କଲେ କୌଣସି ବସ୍ତୁର ଉପରିଭାଗ ସଂଯୁକ୍ତ ହେଲେ ବି ସେହି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହେ

ଉଦାହରଣ : ଶ୍ୟାମ ଛାତରୁ ରସିଟିଏ ଲଟକାଉଛି

ସମକକ୍ଷ : ଝୁଲାଇବା

ऐसा करना कि ऊपर टिके रहने पर भी किसी वस्तु आदि का कुछ भाग नीचे की ओर कुछ दूर तक बिना आधार के रहे।

श्याम छत से एक रस्सी लटका रहा है।
लटकाना

Hang freely.

The secret police suspended their victims from the ceiling and beat them.
suspend