ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସାଇବା   ବିଶେଷ୍ୟ

ଅର୍ଥ : ବସାଇବାର କ୍ରିୟା

ଉଦାହରଣ : ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି

ସମକକ୍ଷ : ଯୋଡ଼ିବା, ଲଗାଇବା

बैठने या बैठाने की क्रिया (वस्तु)।

कारीगर को पुर्जों की बैठाई में कठिनाई हो रही है।
बिठाई, बैठाई, बैठाना

The act of putting something in working order again.

fix, fixing, fixture, mend, mending, repair, reparation

ବସାଇବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ଆଦିରେ ଅନ୍ୟ କୌଣସି ବସ୍ତୁକୁ ଆସୀନ କରିବା

ଉଦାହରଣ : ବଣିଆ ସୁନାମୁଦିରେ ହୀରା ବସାଇଲା

ସମକକ୍ଷ : ଜଡ଼େଇବା, ଫିଟକରିବା, ଲଖେଇବା

किसी वस्तु आदि में किसी वस्तु आदि को बैठाना।

सुनार ने सोने की अँगूठी में हीरा जड़ा।
जड़ना, फिट करना, बिठाना, बैठाना, लगाना

Fix in a border.

The goldsmith set the diamond.
set

ଅର୍ଥ : ସିଝିବା ପାଇଁ ଆଞ୍ଚ ଉପରେ ରଖିବା

ଉଦାହରଣ : ଭାତ ରୋଷେଇ କରିବା ପାଇଁ ସେ ଚୁଲି ଉପରେ କୁକର ବସେଇଲା

ସମକକ୍ଷ : ଥୋଇବା

पकने के लिए आँच पर रखना।

भात बनाने के लिए उसने चूल्हे पर कुकर चढ़ाया।
चढ़ाना

ଅର୍ଥ : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ

ସମକକ୍ଷ : ଉପବେଶନ କରାଇବା, ଚଢ଼ାଇବା

बैठाने का काम दूसरे से करवाना।

दादाजी ने रोते बच्चे को घोड़े पर बिठवाया।
बिठवाना, बैठवाना

ଅର୍ଥ : ବସବାସ କରିବାପାଇଁ ଜାଗା ଦେବା ବା ବସବାସ କରିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଆକବର ଫତେହପୁର ସିକ୍ରୀ ସ୍ଥାପନ କରିଥିଲେ ମୁଖିଆ ଅନାଥ ରଣଜିତକୁ ଗାଁରେ ସ୍ଥାନଦେଲେ

ସମକକ୍ଷ : ସ୍ଥାନଦେବା, ସ୍ଥାପନ କରିବା

बसने के लिए जगह देना या बसने में प्रवृत्त करना।

अक़बर ने फतेहपुर सिकरी को बसाया था।
मुखिया ने अनाथ रणजीत को गाँव में बसाया।
आबाद करना, बसाना

ଅର୍ଥ : ଚଢ଼ିବାରେ ପ୍ରବୃତ୍ତ କରିବା

ଉଦାହରଣ : ଚାକର ବିକଳାଙ୍ଗ ଜେଜେଙ୍କୁ ଉଠେଇ ଖଟ ଉପରକୁ ଉଠାଇଲା

ସମକକ୍ଷ : ଉଠାଇବା, ଚଢ଼ାଇବା

चढ़ने में प्रवृत्त करना।

नौकर ने अपंग दादाजी को उठाकर खाट पर चढ़ाया।
चढ़ाना

ଅର୍ଥ : ଭଲ ଭାବରେ ସ୍ଥିର କରିବା

ଉଦାହରଣ : ରାଜମିସ୍ତ୍ରୀ ଚଟାଣରେ ଟାଇଲ ବସାଉଛି

अच्छी तरह से स्थिर करना।

राजगीर फर्श पर टाइल बैठा रहा है।
बैठाना

ଅର୍ଥ : କୌଣସି ପଦରେ ନିଯୁକ୍ତ କରିବା

ଉଦାହରଣ : ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ତକ୍ଷଶିଳାଋ ସିଂହାସନରେ ବସାଇଲେ

ସମକକ୍ଷ : ଆସୀନ କରିବା

किसी पद पर नियत करना।

चाणक्य ने चन्द्रगुप्त को तक्षशिला के सिंहासन पर बिठाया।
आसीन करना, बिठाना, बैठाना

Place ceremoniously or formally in an office or position.

There was a ceremony to induct the president of the Academy.
induct, invest, seat

ଅର୍ଥ : କାହାକୁ ବସିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ସେ ପିଲାକୁ ଚଉକିଉପରେ ବସାଉଛି

ସମକକ୍ଷ : ବସେଇବା

किसी को बैठने में प्रवृत्त करना।

वह बच्चे को कुर्सी पर बैठा रहा है।
बिठाना, बैठाना, बैठारना, बैठालना

ଅର୍ଥ : କାହାକୁ ବାହନ ଉପରେ ବସିବା ପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଘୋଡ଼ାଚାଳକ ପିଲାକୁ ଘୋଡ଼ା ଉପରେ ଚଢାଇଲା

ସମକକ୍ଷ : ଚଢାଇବା, ସବାର କରେଇବା

किसी वाहन के ऊपर बैठने में प्रवृत्त करना।

साईस ने बच्चे को घोड़े पर चढ़ाया।
चढ़ाना, बिठाना, बैठाना, सवार कराना