ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥାପିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥାପିବା   କ୍ରିୟାପଦ

ଅର୍ଥ : ଓଦାମାଟିଆଦି ପଦାର୍ଥକୁ ପିଟି, ଦବାଇ ବା ଛାଞ୍ଚରେ ପକାଇ ବିଶେଷ ରୂପଦେବା

ଉଦାହରଣ : ଗାଆଁରେ ଘସି କରିବା ପାଇଁ ଗୋବରକୁ ଥାପନ୍ତି ଶ୍ରମିକମାନେ ଇଟା ପକାଉଛନ୍ତି

ସମକକ୍ଷ : ଚାପିବା, ଦାବିବା

गीली मिट्टी आदि वस्तुओं को थाप-पीट, दबाकर या साँचे द्वारा विशेष आकार में लाना।

गाँवों में कंडा बनाने के लिए गोबर पाथते हैं।
मजदूर ईंट पाथ रहे हैं।
थपकना, थपाई करना, थापना, पाथना

ଅର୍ଥ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା

ଉଦାହରଣ : ସେ ତାର ଦୋଷ ମୋ ଉପରେ ଲଦିଦେଲା

ସମକକ୍ଷ : ଲଗାଇବା, ଲଦିବା

किसी पर दोष आदि (बरबस) लगाना।

उसने अपना दोष मुझ पर मढ़ा।
ठेलना, ढकेलना, थोपना, मढ़ देना, मढ़ना, लगाना

Attribute responsibility to.

We blamed the accident on her.
The tragedy was charged to her inexperience.
blame, charge

ଅର୍ଥ : ଓଦା ବସ୍ତୁ ଉପରେ ଢାଳିବା, ରଖିବା ବା ଜମାକରିବା

ଉଦାହରଣ : କୃଷକ ନିଜର ଅଧାଗଢ଼ା ଘର କାନ୍ଥ ଉପରେ ମାଟି ଥାପୁଛି

ସମକକ୍ଷ : ଲଦିବା

गीली वस्तु का पिंड ऊपर से डाल,रख या जमा देना।

किसान अपने कच्चे घर की दीवाल पर मिट्टी थोप रहा है।
थोपना

Apply a heavy coat to.

plaster, plaster over, stick on