ଅର୍ଥ : ବେମାରହୋଇ ଖଟରେ ପଡ଼ିବା
ଉଦାହରଣ :
ରଘୁନାଥ ମାସେ ହେଲାଣି ଖଟରେ ପଡ଼ିଛି
ଅର୍ଥ : ଉତ୍ପନ୍ନ ହେବା
ଉଦାହରଣ :
ଆଜି କ୍ଷୀରରେ ମୋଟା ସର ପଡ଼ିଛି
ଅର୍ଥ : ମୂଲ୍ୟ ବଦଳରେ ମିଳିବା ବା ପ୍ରାପ୍ତ ହେବା
ଉଦାହରଣ :
ଏହି କାର ଆପଣଙ୍କୁ କେତେ ପଡ଼ିଲା?
ଅର୍ଥ : ଅଭ୍ୟାସରେ ପଡ଼ିବା
ଉଦାହରଣ :
ସେ ମଦ ପିଇବା ଅଭ୍ୟାସରେ ପଡ଼ିଯାଇଛି
ଅର୍ଥ : ହଠାତ୍ ମଝିରେ ଆସି ପଡ଼ିବା
ଉଦାହରଣ :
ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?
ସମକକ୍ଷ : ପଶିବା, ମୁଣ୍ଡପୁରେଇବା, ହସ୍ତକ୍ଷେପ କରିବା
ଅର୍ଥ : କିଏ ଘରେ ନିକମ୍ମାହୋଇ ବସିବା
ଉଦାହରଣ :
ସେ ଦିନତମାମ ଘରେ ହିଁ ପଡ଼ିଥାଏ, କିଛି କାମଧନ୍ଦା କରେନି
ସମକକ୍ଷ : ପଡ଼ିରହିବା
ଅର୍ଥ : ରାସ୍ତାରେ ବା ମାର୍ଗରେ ମିଶିବା
ଉଦାହରଣ :
ରାଜନାନ୍ଦ ଗାଁରୁ ଦୁର୍ଗକୁ ଯିବାବେଳେ ବାଟରେ ଶିବନାଥ ନଦୀ ପଡ଼େ
ସମକକ୍ଷ : ଆସିବା
ଅର୍ଥ : ଦୁଃଖ, କଷ୍ଟ, ଭାର ଆଦି ପଡ଼ିବା
ଉଦାହରଣ :
ତା ଉପରେ ଏତେ ବିପଦ ପଡ଼ିଲା,କିନ୍ତୁ ସେ ଭାଙ୍ଗିପଡ଼ିଲାନିଁ
ଅର୍ଥ : ଗୋଟିଏ ସ୍ଥାନରୁ ଖସି, ଡେଇଁ ବା କୌଣସି ପ୍ରକାରେ ଅନ୍ୟ ସ୍ଥାନରେ ପହଞ୍ଚିବା ବା ସ୍ଥିତ ହେବା
ଉଦାହରଣ :
ଗଛ ତଳେ ବହୁତ ମହୁଲ ପଡ଼ିଛି
ଅର୍ଥ : ମାଟିରେ ପଡ଼ିବା ବା ଲୋଟିବା
ଉଦାହରଣ :
ସେ ଭୁଲ୍ ମାଗିବାପାଇଁ ମୋ ଗୋଡ଼ତଳେ ପଡ଼ିଗଲେ
ଅର୍ଥ : ମଝିରେ ଆସିବା ବା ଆସିଯିବା
ଉଦାହରଣ :
ଏହା ଆମ ନିଜ ମାମଲା, ଆପଣ ମଝିରେ ପଡ଼ନ୍ତୁ ନାହି