ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଡ଼ିଯିବା ବା ଘଟିବାର କ୍ରିୟା ବା ଭାବ
ଉଦାହରଣ : ଶେୟାର ମୂଲ୍ୟରେ କ୍ରମାଗତ ଅବନତିର କାରଣ ଖୋଜାଯାଉଛି
ସମକକ୍ଷ : ଅବନତି, କମିଯିବା, ଖସିବା, ନିମ୍ନଗତି, ନିମ୍ନତା
गिरने या घटने की क्रिया या भाव।
A change downward.
ଅର୍ଥ : ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା
ଉଦାହରଣ : ଦୁର୍ଗୁଣ ମନୁଷ୍ୟକୁ ଆହୁରି ଅବନତିଆଡ଼କୁ ନେଇଯାଏ
ସମକକ୍ଷ : ଅଧଃପତନ, ଅବନତି, ପଡ଼ିବା
उन्नत अवस्था, वैभव, ऊँचे पद, मर्यादा आदि से गिरकर बहुत नीचे स्तर पर आने की क्रिया।
A condition inferior to an earlier condition. A gradual falling off from a better state.
ଅର୍ଥ : ଯୁଦ୍ଧ ସମୟରେ କିଲ୍ଲା,ନଗରଆଦି ନିଜ ହାତରୁ ବାହାରିଯାଇ ଅନ୍ୟ ହାତକୁ ଯିବାର କ୍ରିୟା
ଉଦାହରଣ : ମୋଗଲମାନଙ୍କ ଆକ୍ରମଣ ସଙ୍ଗେସଙ୍ଗେ ହିଁ କେତେକ ଭାରତୀୟ ରାଜାଙ୍କ ପତନ ହୋଇଗଲା
जाति, राष्ट्र आदि का ऐसी स्थिति में आना कि उसकी प्रभुता नष्ट होने लगे और महत्ता कम हो जाय।
ଅର୍ଥ : ଯାହା କମ ହୋଇଯାଉଛି ବା ତଳକୁ ଖସି ଯାଉଛି
ଉଦାହରଣ : ସେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କର ଅବନତିରେ ମୁଁ ବିଚଳିତ ହେଲି
ସମକକ୍ଷ : ଅଧୋଗତି, ଅବନତି
जो कम हो रहा हो या नीचे जा रहा हो।
Becoming less or smaller.
ସଂସ୍ଥାପନ କରନ୍ତୁ