ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଶିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଶିବା   କ୍ରିୟାପଦ

ଅର୍ଥ : ବିନା ଅଧିକାରରେ କୌଣସି ଜାଗାରେ ପହଞ୍ଚିଯିବା

ଉଦାହରଣ : ଗୋଟିଏ ଚୋର ଅଗଣାରେ ପଶିଛି

ସମକକ୍ଷ : ଅନୁପ୍ରବେଶ କରିବା, ପଶିଯିବା, ପ୍ରବେଶ କରିବା

बिना अधिकार के कहीं पहुँच जाना।

एक चोर अहाते में घुसा है।
घुसना

Enter unlawfully on someone's property.

Don't trespass on my land!.
intrude, trespass

ଅର୍ଥ : ତୀକ୍ଷଣ ବସ୍ତୁ କୌଣସି ନରମ ସ୍ଥାନରେ ପଶିଯିବା

ଉଦାହରଣ : ମୋର ପାଦରେ କଣ୍ଟା ପଶିଗଲା

ସମକକ୍ଷ : ଗଳିବା

नुकीली वस्तु का नरम स्तर में घुसना।

मेरे पैर में काँटा चुभ गया।
गड़ना, घुसना, चुभना, धँसना

Cause a stinging pain.

The needle pricked his skin.
prick, sting, twinge

ଅର୍ଥ : ଭିତରକୁ ଯିବା

ଉଦାହରଣ : ଦଲଦଲରେ ମୋ ଗୋଡ଼ ପଶିଯାଉଛି

ସମକକ୍ଷ : ଗଳିଯିବା, ପଶିଯିବା

भीतर या अंदर जाना।

दलदल में मेरा पैर धँस रहा है।
धँस जाना, धँसना

Go under.

The raft sank and its occupants drowned.
go down, go under, settle, sink

ଅର୍ଥ : ହଠାତ୍‌ ମଝିରେ ଆସି ପଡ଼ିବା

ଉଦାହରଣ : ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?

ସମକକ୍ଷ : ପଡ଼ିବା, ମୁଣ୍ଡପୁରେଇବା, ହସ୍ତକ୍ଷେପ କରିବା

अनावश्यक रूप से बीच में बोलना या हस्तक्षेप करना।

बाप बेटे की लड़ाई में तुम टाँग मत अड़ाओ।
कूद पड़ना, कूदना, टाँग अड़ाना, पड़ना

ଅର୍ଥ : କୌଣସି ନିଶ୍ଚିତ ସୀମା, ସ୍ଥାନଆଦି ଭିତରେ ଆସିବା

ଉଦାହରଣ : ସାପ ବିଲ ଭିତରେ ପଶିଗଲା

ସମକକ୍ଷ : ଢୁକିବା

ଅର୍ଥ : ଭିତରକୁ ଯିବା

ଉଦାହରଣ : ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା

ସମକକ୍ଷ : ଆସିବା, ଉପସ୍ଥିତ ହେବା, ପ୍ରବେଶ କରିବା, ଭିତରକୁ ଆସିବା

किसी निश्चित सीमा, स्थान आदि के अंदर जाना या उसके भीतर आना।

उसने पढ़ने के लिए अध्ययन कक्ष में प्रवेश किया।
साँप बिल के अंदर घुस गया।
अंदर आना, अवगाहना, आना, कदम रखना, घुसना, ढुकना, दाख़िल होना, पैठना, पैर रखना, प्रविष्ट होना, प्रवेश करना, हलना

To come or go into.

The boat entered an area of shallow marshes.
come in, enter, get in, get into, go in, go into, move into