ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝୁଲିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝୁଲିବା   ବିଶେଷ୍ୟ

ଅର୍ଥ : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା

ଉଦାହରଣ : ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି

ସମକକ୍ଷ : ଦୋଳନ

किसी आधार के सहारे लटकर आगे-पीछे या इधर-उधर हिलने की क्रिया।

घड़ी के दोलक का दोलन रुकने का अर्थ है कि घड़ी बंद हो गई है।
झूलना, दोलन

ଝୁଲିବା   କ୍ରିୟାପଦ

ଅର୍ଥ : ଝୁଲଣରେ ବସି ଝୁଲିବା

ଉଦାହରଣ : ସେ ଘଣ୍ଟେ ହେଲା ଝୁଲୁଛି

झूले पर बैठकर पेंग लेना।

वह एक घंटे से झूल रहा है।
झूलना, झूला झूलना, पौंढ़ना

ଅର୍ଥ : ଲାଗିଥିବା

ଉଦାହରଣ : ସେ ଯେଉଁ କୋଠରୀରେ ବସି ପଢ଼ୁଥିଲା, ସେଠାରେ ତାଲା ଲାଗିଥିଲା

ସମକକ୍ଷ : ଠୁକିବା, ପଡ଼ିବା, ଲାଗିବା

लगा हुआ होना।

वह जिस कमरे में बैठकर पढ़ता था वहाँ ताला लगा था।
डलना, पड़ना, लगना

ଅର୍ଥ : କୌଣସି ବସ୍ତୁ ଆଦିର ବା ଏହାର କିଛି ଅଂଶ କେଉଁ ଆଡ଼କୁ ନଇଁବା

ଉଦାହରଣ : ସାଇକେଲ ଉପରେ ଲଦା ହୋଇଥିବା ବୋଝ ବାମ ପଟକୁ ଝୁଲୁଛି

ସମକକ୍ଷ : ଓହଳିବା, ଝୁଙ୍କିବା, ନଇଁବା

किसी वस्तु आदि का या उसके किसी भाग का किसी ओर झुकना।

साइकिल पर लदा हुआ बोझ बाँयीं ओर लटक रहा है।
लटकना

Be suspended over or hang over.

This huge rock beetles over the edge of the town.
beetle, overhang

ଅର୍ଥ : ଉପରିଭାଗ ସଂଯୁକ୍ତ ହେଲେ ବି କୋଣସି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହିବା

ଉଦାହରଣ : କାନ୍ଥରୁ ରସିଟିଏ ଝୁଲୁଛି

ସମକକ୍ଷ : ଲଟକିବା

ऊपर टिके रहने पर भी किसी वस्तु आदि के कुछ भाग का नीचे की ओर कुछ दूर तक बिना आधार के रहना।

दीवार से एक रस्सी लटक रही है।
झूलना, लटकना

Hang freely.

The ornaments dangled from the tree.
The light dropped from the ceiling.
dangle, drop, swing

ଅର୍ଥ : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା

ଉଦାହରଣ : ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି

ସମକକ୍ଷ : ହଲିବା

मस्ती या नशे में सिर और धड़ को आगे-पीछे और इधर-उधर हिलाना।

बच्चे मस्ती में झूम रहे हैं।
शराबी नशे में झूम रहा है।
झूँमना, झूमना, लहराना

Move or sway in a rising and falling or wavelike pattern.

The line on the monitor vacillated.
fluctuate, vacillate, waver