ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯିବା   ବିଶେଷ୍ୟ

ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର କ୍ରିୟା

ଉଦାହରଣ : ରାମଙ୍କ ଅଯୋଦ୍ଧା ପ୍ରସ୍ଥାନ କରିବାର ସମାଚାର ଶୁଣି ସମସ୍ତ ନଗରବାସୀଙ୍କୁ ଗଭୀର ଆଘାତ ଲାଗିଲା

ସମକକ୍ଷ : ଗମନ, ପ୍ରସ୍ଥାନ

एक स्थान से दूसरे स्थान को जाने की क्रिया।

राम के अयोध्या से गमन का समाचार सुनकर सभी नगरवासियों को गहरा आघात लगा।
अयन, अर्दन, ईरण, कूच, गमन, चरण, जाना, प्रस्थान, यात्रा, रवानगी, रुखसत, रुख़सत, रुख़्सत, रुख्सत, विसर्जन, सफर, सफ़र

The act of departing.

departure, going, going away, leaving

ଯିବା   କ୍ରିୟାପଦ

ଅର୍ଥ : କୌଣସି ପ୍ରାଣୀ, ବସ୍ତୁ ଆଦି ଏକ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବା ପାଇଁ ଯାତ୍ରାକରିବା

ଉଦାହରଣ : ମନ୍ତ୍ରୀ ମହୋଦୟ ଏବେ ଏଠାରୁ ପ୍ରସ୍ଥାନ କରିବେ

ସମକକ୍ଷ : ଗମନକରିବା, ପ୍ରସ୍ଥାନ କରିବା

किसी प्राणी का एक स्थान से दूसरे स्थान पर पहुँचने के लिए चलना।

मंत्री महोदय अब यहाँ से जाएँगे।
अभिसरना, अभिसारना, गमन करना, चलना, जाना, निकलना, प्रस्थान करना, रवाना होना, रुख करना

Move away from a place into another direction.

Go away before I start to cry.
The train departs at noon.
depart, go, go away

ଅର୍ଥ : ଆବଶ୍ୟକତା ବା ଦରକାର ପଡ଼ିବା

ଉଦାହରଣ : ଆମର କଣ ଗରଜ ପଡ଼ିଛି ଯେ ମଝିରେ କହିବା

ସମକକ୍ଷ : ପଡ଼ିବା

आवश्यकता या गरज होना।

हमें क्या पड़ी है कि बीच में बोलें।
पड़ना

Have need of.

This piano wants the attention of a competent tuner.
need, require, want

ଅର୍ଥ : ବୁଲିବାପାଇଁ କୌଣସି ସ୍ଥାନକୁ ଯିବା

ଉଦାହରଣ : ଆପଣ କେବେ ଆମେରିକା ଯାଇଛନ୍ତି?

ସମକକ୍ଷ : ବୁଲିଯିବା, ଭ୍ରମଣ କରିବା, ଯାତ୍ରା କରିବା

* घूमने के लिए किसी स्थान पर जाना।

आप अमरीका कब गए थे?
जाना, यात्रा करना, सैर करना

Go to certain places as for sightseeing.

Did you ever visit Paris?.
travel to, visit

ଅର୍ଥ : କୌଣସି ସ୍ଥାନ, ପରିସ୍ଥିତିଆଦି ଦେଇ ଆସିବା ବା ଯିବା

ଉଦାହରଣ : ମୁଁ ସେହି ଗଳିଦେଇ ଯାଉଥିଲି ସେତେବେଳେ ହିଁ ସେ ମୋତେ ଦେଖିନେଲା

ସମକକ୍ଷ : ଚାଲିବା

किसी स्थान, परिस्थिति आदि से होकर आना या जाना।

मैं उस गली से गुजर रहा था तब ही उसने मुझे देख लिया।
गुजरना, गुज़रना, निकलना

ଅର୍ଥ : ବ୍ୟାପ୍ତ ହେବା ବା ବ୍ୟବହାରଯୋଗ୍ୟ ହେବା

ଉଦାହରଣ : ଏହି ରାସ୍ତା କେଉଁ ଆଡକୁ ଯାଇଛି?

ସମକକ୍ଷ : ପ୍ରସାରିତ ହେବା, ବ୍ୟାପ୍ତ ହେବା

फैला होना या उपयोग के रूप में होना।

यह रास्ता कहाँ जाता है।
जाना

Lead, extend, or afford access.

This door goes to the basement.
The road runs South.
go, lead

ଅର୍ଥ : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା

ଉଦାହରଣ : ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ

ସମକକ୍ଷ : ଗମନ କରିବା, ଚାଲିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା

एक विशेष बिंदु के बाद या दो बिंदुओं तक फैलना, जाना या विस्तृत होना।

उसकी बुद्धि बहुत दूर तक नहीं दौड़ती।
चलना, जाना, दौड़ना