ଅର୍ଥ : ଗାଈ, ମଈଷି, ଘୋଡ଼ା ଆଦି ଗରମ ହେବା
ଉଦାହରଣ :
କାଲିଠୁ ଗାଈର ଗରମ ଉଠିଛି
ଅର୍ଥ : ଖାତାଆଦିରେ ଲେଖିବା
ଉଦାହରଣ :
ବକେୟା ଧନରାଶି ଆପଣଙ୍କ ଖାତାରେ ଚଢ଼ି ଗଲାଣି ଭୋଟର ତାଲିକାରେ ଆପଣଙ୍କ ନାଁ ଉଠିଗଲାଣି
ସମକକ୍ଷ : ଚଢ଼ିଯିବା
ଅର୍ଥ : ତଳୁ ଉପର ଆଡ଼କୁ ଯିବା
ଉଦାହରଣ :
ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
ସମକକ୍ଷ : ଆରୋହଣ କରିବା, ଚଢ଼ିବା
ଅର୍ଥ : ପଦ,ମର୍ଯ୍ୟାଦା,ବର୍ଗ ଆଦିରେ ବଢ଼ିବା
ଉଦାହରଣ :
ତାର ପ୍ରଖର ବୁଦ୍ଧି ଯୋଗୁଁ ସେ ଏକାଥରକେ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀକୁ ଉଠିଗଲା
ଅର୍ଥ : ପ୍ରଥମରୁ ଅଧିକ ଉଚ୍ଚ ଯାଏ ପହଞ୍ଚିଥିବା ବିସ୍ତାରର ଏପରି ଏକ ସ୍ଥିତି
ଉଦାହରଣ :
ବିଦ୍ୟାଳୟର ବିମ୍ ଅଣ୍ଟା ପର୍ଯ୍ୟନ୍ତ ଉଠିସାରିଛି
ସମକକ୍ଷ : ଉଚ୍ଚା ହେବା
ଅର୍ଥ : ଧ୍ୟାନରେ ଆସିବା ବା ସ୍ମରଣ କରିବା
ଉଦାହରଣ :
ମୋ ମନରେ ଏହି କଥା ଉଠିଲା କି ଆଜିକାଲି ମୀନା ବିଦ୍ୟାଳୟ କାହିଁକି ଆସୁନି?
ସମକକ୍ଷ : ଉଇଁଲା, ଉଙ୍କିମାରିବା