ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପକାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପକାଇବା   ବିଶେଷ୍ୟ

ଅର୍ଥ : ପକେଇବା ପ୍ରକ୍ରିୟା

ଉଦାହରଣ : ଠିକାଦାର ଗୁଲବରରେ କାଠ ପକେଇବା ପାଇଁ ଜଣେ ଲୋକକୁ ଖୋଜୁଛି

ସମକକ୍ଷ : ପକେଇବା

झोंकवाने की क्रिया।

ठीकेदार गुलवर में लकड़ी की झोंकवाई के लिए एक आदमी खोज रहा है।
झोंकवाई

ପକାଇବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ତଳକୁ ପକାଇବା

ଉଦାହରଣ : ସେ ଅଳିଆକୁ ଅଳିଆଗଦାରେ ପକାଇଲେ

ସମକକ୍ଷ : ଫିଙ୍ଗିବା

कोई वस्तु नीचे डाल देना।

बच्चे ने दूध गिरा दिया।
गिराना

Let fall to the ground.

Don't drop the dishes.
drop

ଅର୍ଥ : କୌଣସି ଜିନିଷରେ ବା ଜିନିଷ ଉପରେ ପକାଇବା ବା ଛାଡ଼ିବା

ଉଦାହରଣ : ତରକାରୀରେ ଲୁଣ ପକାଅ

किसी चीज़ में या किसी चीज़ पर गिराना या छोड़ना।

सब्ज़ी में नमक डाल दो।
छोड़ना, डालना

Put into a certain place or abstract location.

Put your things here.
Set the tray down.
Set the dogs on the scent of the missing children.
Place emphasis on a certain point.
lay, place, pose, position, put, set

ଅର୍ଥ : ପଡ଼ିବା ବା ପକାହୋଇଥିବା

ଉଦାହରଣ : ତରକାରୀରେ ଲୁଣ ପଡ଼ିଛି

ସମକକ୍ଷ : ପଡ଼ିବା

पड़ा या डला होना।

सब्जी में नमक डल गया है।
डलना, पड़ना