ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠୁକିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠୁକିବା   କ୍ରିୟାପଦ

ଅର୍ଥ : ଭିତରକୁ ଗଳିବାପାଇଁ ଉପରୁ ଜୋରରେ ପିଟିବା

ଉଦାହରଣ : ରାମ ମୂର୍ତ୍ତି ଲଗେଇବାପାଇଁ କାନ୍ଥରେ କଣ୍ଟା ବାଡ଼ଉଛି

ସମକକ୍ଷ : ପିଟିବା, ବାଡ଼େଇବା

अंदर धँसाने के लिए जोर से ऊपर चोट लगाना।

राम मूर्ति लगाने के लिए दीवार में कील ठोंक रहा है।
जड़ना, ठेंसना, ठेसना, ठोंकना, ठोकना

Beat with or as if with a hammer.

Hammer the metal flat.
hammer

ଅର୍ଥ : ଲାଗିଥିବା

ଉଦାହରଣ : ସେ ଯେଉଁ କୋଠରୀରେ ବସି ପଢ଼ୁଥିଲା, ସେଠାରେ ତାଲା ଲାଗିଥିଲା

ସମକକ୍ଷ : ଝୁଲିବା, ପଡ଼ିବା, ଲାଗିବା

लगा हुआ होना।

वह जिस कमरे में बैठकर पढ़ता था वहाँ ताला लगा था।
डलना, पड़ना, लगना

ଅର୍ଥ : ଆଘାତ ପାଇ ପ୍ରବେଶ କରିବା

ଉଦାହରଣ : ଅତି କଷ୍ଟରେ କାନ୍ଥରେ କଣ୍ଟା ଠୁକିଲି

ସମକକ୍ଷ : ପିଟିବା, ପ୍ରବେଶ କରାଇବା

आघात पाकर धँसना।

बहुत मुश्किल से दीवार में कील ठुकी।
ठुकना