ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଟିବା   କ୍ରିୟାପଦ

ଅର୍ଥ : ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା

ଉଦାହରଣ : ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି

ସମକକ୍ଷ : ଜମିବା, ପଡ଼ିବା

विचारों या स्वभाव में समानता होने के कारण मेल या निर्वाह होना।

आजकल उन दोनों में अच्छी जम रही है।
गठना, घुटना, छनना, जमना, पटना, पटरी बैठना, बनना

Have smooth relations.

My boss and I get along very well.
get along, get along with, get on, get on with

ଅର୍ଥ : ଅନୁକୂଳ ହେବା

ଉଦାହରଣ : ବାଃ ! ସେ ଝିଅ ଫସିଗଲା

ସମକକ୍ଷ : ଫସିଲା

अनुकूल होना।

यार ! वह लड़की पट गई।
पटना

Have smooth relations.

My boss and I get along very well.
get along, get along with, get on, get on with