ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଡ଼ିରହିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଡ଼ିରହିବା   କ୍ରିୟାପଦ

ଅର୍ଥ : କିଏ ଘରେ ନିକମ୍ମାହୋଇ ବସିବା

ଉଦାହରଣ : ସେ ଦିନତମାମ ଘରେ ହିଁ ପଡ଼ିଥାଏ, କିଛି କାମଧନ୍ଦା କରେନି

ସମକକ୍ଷ : ପଡ଼ିବା

किसी का घर में निकम्मा रहना।

वह दिनभर घर पर ही पड़ा रहता है, कुछ करता-धरता नहीं है।
पड़ना

ଅର୍ଥ : କୌଣସି ପ୍ରକାରର ପ୍ରାପ୍ତି ବା ଫଳସିଦ୍ଧିପାଇଁ କିଛି ନ ଖାଇ ନ ପିଇ ବା ସେମିତି ଚୁପଚାପ କଷ୍ଟସହି ସମୟ କଟାଇବା

ଉଦାହରଣ : ମୋହନ ସକାଳୁ ହିଁ ପଡ଼ିରହିଛି

किसी प्रकार की प्राप्ति या फल-सिद्धि के लिए बिना कुछ खाए-पिए या यों ही चुप-चाप कष्ट सहते हुए समय बिताना।

मोहन सुबह से ही टप रहा है।
टपना

Abstain from eating.

Before the medical exam, you must fast.
fast