ଅର୍ଥ : ଜମିବା ବା ଜମାଇବାର କ୍ରିୟା ବା ଭାବ
ଉଦାହରଣ :
ଦହି ଭଲ ଭାବେ ବସିଛି କାନ୍ଥ ଉପରେ ଶିଉଳି ଜମା ହୋଇଛି
ସମକକ୍ଷ : ବସିବା
ଅର୍ଥ : ସମାରୋହଆଦିର କାମ ଆନନ୍ଦପୂର୍ବକ ଓ ଭଲଭାବେ ସମ୍ପନ୍ନ ହେବା
ଉଦାହରଣ :
କାଲିର ସଂଗୀତ କାର୍ଯ୍ୟକ୍ରମ ଖୁବ ଜମିଲା
ସମକକ୍ଷ : ରଙ୍ଗାରଙ୍ଗ ହେବା
ଅର୍ଥ : କାମକୁ ଭଲଭାବରେ ଚଳନ ଯୋଗ୍ୟ କରିବା
ଉଦାହରଣ :
ତାର ବେପାର ଜମିଗଲାଣି
ଅର୍ଥ : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
ଉଦାହରଣ :
ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
ସମକକ୍ଷ : ଏକତ୍ରିତ ହେବା, ଏକାଠି ହେବା, ରୁଣ୍ଡହେବା
ଅର୍ଥ : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
ଉଦାହରଣ :
ଛାତ ସିଢ଼ିରେ ଶିଉଳି ଜମିଛି
ସମକକ୍ଷ : ବସିବା