ଅର୍ଥ : କିଣିବା ପରେ କୌଣସି ବସ୍ତୁକୁ ପ୍ରାପ୍ତ କରିବା
ଉଦାହରଣ :
ସୋମବାର ଦିନ ଆମର ନୂଆ କାର ଆସିବ
ଅର୍ଥ : ଘଟିବା ବା ଆରମ୍ଭ ହେବା
ଉଦାହରଣ :
ମୋତେ ନିଦ ଆସୁଛି
ସମକକ୍ଷ : ଆଗମନ ହେବା, ଆରମ୍ଭ ହେବା, ଉପସ୍ଥିତ ହେବା, ଘଟିବା
ଅର୍ଥ : ଭିତରକୁ ଯିବା
ଉଦାହରଣ :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
ସମକକ୍ଷ : ଉପସ୍ଥିତ ହେବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
ଅର୍ଥ : ରାସ୍ତାରେ ବା ମାର୍ଗରେ ମିଶିବା
ଉଦାହରଣ :
ରାଜନାନ୍ଦ ଗାଁରୁ ଦୁର୍ଗକୁ ଯିବାବେଳେ ବାଟରେ ଶିବନାଥ ନଦୀ ପଡ଼େ
ସମକକ୍ଷ : ପଡ଼ିବା
ଅର୍ଥ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
ଉଦାହରଣ :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
ସମକକ୍ଷ : କରଗତ କରିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
ଅର୍ଥ : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
ଉଦାହରଣ :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
ସମକକ୍ଷ : ଆଗମନ କରିବା, ଉପସ୍ଥିତ ହେବା, ପହଞ୍ଚିବା
ଅର୍ଥ : ଓଜନରେ ଯେତିକି
ଉଦାହରଣ :
ଗୋଟିଏ କିଲୋରେ କେବଳ ପାଞ୍ଚଟି ଆମ୍ବ ଆସିଲା