ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧଃପତନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧଃପତନ   ବିଶେଷ୍ୟ

ଅର୍ଥ : ଅବନତି ଆଡ଼କୁ ଅଗ୍ରସର ହେବାର କ୍ରିୟା ବା ଭାବ

ଉଦାହରଣ : ତାହାର ଅଧଃପତନର ସବୁଠାରୁ ମୁଖ୍ୟ କାରଣ ହେଉଛି ମଦ

ସମକକ୍ଷ : ଅଧୋଗତି, ଅଧୋଗମନ, ତଳକୁତଳକୁ

ଅର୍ଥ : ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା

ଉଦାହରଣ : ଦୁର୍ଗୁଣ ମନୁଷ୍ୟକୁ ଆହୁରି ଅବନତିଆଡ଼କୁ ନେଇଯାଏ

ସମକକ୍ଷ : ଅବନତି, ପତନ, ପଡ଼ିବା

उन्नत अवस्था, वैभव, ऊँचे पद, मर्यादा आदि से गिरकर बहुत नीचे स्तर पर आने की क्रिया।

दुर्गुण मनुष्य को पतन की ओर ले जाता है।
अधःपतन, अधःपात, अधोगति, अधोगमन, अधोपतन, अपकर्षण, अपध्वंस, अपभ्रंश, अभिपतन, अवक्रांति, अवक्रान्ति, अवक्षेपण, अवनति, अवपतन, अवपात, अवरोहण, आपात, इस्क़ात, इस्कात, गिराव, च्युति, निपात, पतन, मोक्ष

A condition inferior to an earlier condition. A gradual falling off from a better state.

declination, decline