ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହସ୍ତକ୍ଷେପ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହସ୍ତକ୍ଷେପ କରିବା   କ୍ରିୟାପଦ

ଅର୍ଥ : କାହାକୁ କୌଣସି କାମ କରିବାରେ ସେମାନଙ୍କୁ କିଛି କହିକରି ଅଟକାଇବା ବା ସେମାନଙ୍କୁ କିଛି ପଚରାଉଚରା କରିବା

ଉଦାହରଣ : ଶିକ୍ଷକ ଛାତ୍ରମାନଙ୍କର ବିକୃତ ହସ୍ତାକ୍ଷର ଦେଖିକରି ସେମାନଙ୍କୁ ତାଗିଦ୍ କଲେ

ସମକକ୍ଷ : ତାଗିଦ୍ କରିବା

किसी के कोई काम करने पर उसे कुछ कहकर रोकना या उससे कुछ पूछ-ताछ करना।

शिक्षक ने विद्यार्थी की विकृत लिखावट देखकर उसे टोका।
टोकना

Interfere in someone else's activity.

Please don't interrupt me while I'm on the phone.
disrupt, interrupt

ଅର୍ଥ : ହଠାତ୍‌ ମଝିରେ ଆସି ପଡ଼ିବା

ଉଦାହରଣ : ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?

ସମକକ୍ଷ : ପଶିବା, ପଡ଼ିବା, ମୁଣ୍ଡପୁରେଇବା

अनावश्यक रूप से बीच में बोलना या हस्तक्षेप करना।

बाप बेटे की लड़ाई में तुम टाँग मत अड़ाओ।
कूद पड़ना, कूदना, टाँग अड़ाना, पड़ना